ଆଜିର ଖବର ମାଂସ ବ୍ୟାନ୍!, ପଶୁ ବଳି ଉପରେ ପ୍ରତିବନ୍ଧକ ଲଗାଇଲା ଏହି ରାଜ୍ୟ ବେଙ୍ଗାଲୁରୁ: ବୌଦ୍ଧ ପୂର୍ଣ୍ଣିମା ଅବସରରେ ବେଙ୍ଗାଲୁରୁରେ ପଶୁ ବଳି ଏବଂ ମାଂସ ବିକ୍ରି ଉପରେ ବାରଣ କରାଯାଇଛି। ଧାର୍ମିକ ଉତ୍ସବକୁ ଦୃଷ୍ଟିରେ ରଖି ଗ୍ରେଟର ବାଙ୍ଗାଲୋର ମ୍ୟୁନିସିପାଲିଟି…