ମୋବାଇଲ୍ ଫୋନ୍ ନିର୍ମାଣ ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୬୨,୫୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ ମୋବାଇଲ୍ ଫୋନ୍ ନିର୍ମାଣ ଯୋଜନା (ଏମପିଏମଏସ)କୁ ଅନୁମୋଦନ କରିଛି…