ଆଜିର ଖବର ରେଳ ଧାରଣାରୁ ଅଜଣା ଯୁବକର ମୃତଦେହ ଉଦ୍ଧାର ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳଷ୍ଟେସନ ତଥା ଜେଲ୍ ପାଚେରୀ କଡ ରେଳ ଧାରଣାରୁ ଜଣେ ଯୁବକର କ୍ଷତବିକ୍ଷତ ମୃତଦେହକୁ ରେଳବାଇ ପୋଲିସ୍ ଉଦ୍ଧାର କରିଛି।…