ଆଜିର ଖବର ନିୟମ ଉଲ୍ଲଂଘନ ଘଟଣାରେ ୬ ଟି କାଶ ସିରପ ନିର୍ମାତାଙ୍କ ଲାଇସେନ୍ସ ରଦ୍ଦ ମୁମ୍ବାଇ: ମହାରାଷ୍ଟ୍ର ସରକାର ୬ ଟି କାଶ ସିରପ ଉତ୍ପାଦନକାରୀଙ୍କ ଲାଇସେନ୍ସକୁ ରଦ୍ଦ କରିଛନ୍ତି। ବିଧାନସଭାରେ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ଖାଦ୍ୟ ଓ ଔଷଧୀ…