ଆଜିର ଖବର ସମୁଦ୍ର ମୁହାଣରୁ ଯୁବକ ଉଦ୍ଧାର ପାରାଦୀପ: ମହାନଦୀରେ ଭାସିଯାଇ ସମୁଦ୍ର ମୁହାଣରେ ପହଞ୍ଚି ଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛି ପାରାଦୀପ ମେରାଇନ୍ ପୋଲିସ। ବୋଟ୍ ଓ ଲାଇଫ୍ ବୟ ସାହାଯ୍ୟରେ ପୋଲିସ…