ଆଜିର ଖବର ଫୁଲୁଛି ସାଳନ୍ଦୀ ଓ ବୈତରଣୀ ଭଦ୍ରକ: ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଭଦ୍ରକରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ରାଜଘାଟ ପୋଲ ନିକଟରେ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ…