ଅପରାଧ କିସିଣ୍ଡା ଥାନା ଅଂଚଳରେ ଧାର ଟଙ୍କାକୁ କେନ୍ଦ୍ର କରି ହତ୍ୟାକାଣ୍ଡ : ଟାଙ୍ଗିଆରେ ହାଣି ଗିରଫ ହେଲା ଅଭିଯୁକ୍ତ କନ୍ଦର୍ପ ବେହେରା ରେଢାଖୋଲ: ଟଙ୍କା ଧାରକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟି ଚାଂଚଲ୍ୟ ସୃଷ୍ଟି କରିଛି କିସିଣ୍ଡା ଅଂଚଳରେ। ପ୍ରକାଶ ଯେ, ରେଢାଖୋଲ ଉପଖଣ୍ଡ କିସିଣ୍ଡା…