ଆଜିର ଖବର ରେଢ଼ାଖୋଲର ହାତୀଧାରା ଜଙ୍ଗଲରେ ମିଳିଲା ପ୍ରାଚୀନ ଶୈଳଚିତ୍ର ଏବଂ ପ୍ରସ୍ତର ଉପକରଣ ରେଢ଼ାଖୋଲ (କନ୍ଦର୍ପ ବେହେରା): ପଶ୍ଚିମ ଓଡ଼ିଶାର ରେଢ଼ାଖୋଲ ଅଞ୍ଚଳ ପ୍ରାଗୈତିହାସିକ ଏବଂ ପ୍ରାରମ୍ଭିକ ଐତିହାସିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଭାବରେ ଉଭା ହେବାରେ ଲାଗିଛି। ବିଗତ…