ଆଜିର ଖବର ଫେରାର ହାର୍ଡକୋର ନକ୍ସଲ ଗିରଫ ଭୁବନେଶ୍ଵର : ଦୀର୍ଘ ୫ ବର୍ଷ ଧରି ଫେରାର ଥିବା ପଳାତକ ହାର୍ଡକୋର ନକ୍ସଲ ଦିନେଶ ମାହାତୋଙ୍କୁ ଶେଷରେ ଝାଡଖଣ୍ଡ ପୁଲିସ ଗିରଫ କରିଛି। ଚେତରାଚଟଟି ଥାନା…