ଆଜିର ଖବର ଭୁବନେଶ୍ୱର ସମେତ ତିନି ନୂଆ କେନ୍ଦ୍ରକୁ ବାଛିଲେ ୨୩,୦୦୦ ୟୁପିଏସସି ସିଭିଲ ସେବା (ପ୍ରାରମ୍ଭିକ) ପରୀକ୍ଷାର୍ଥୀ ସିଭିଲ୍ ସେବା (ପ୍ରାରମ୍ଭିକ) ପରୀକ୍ଷା-୨୦୨୬ ପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡ଼ କମ କରିବା ପାଇଁ, କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ଭୁବନେଶ୍ୱର, କାନପୁର ଏବଂ ମିରଟରେ…