Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦୀର୍ଘ ୯ ମାସ ଅପେକ୍ଷା ପରେ ବାଣପୁରରେ ଖୋଲିବ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର
ଆଞ୍ଚଳିକ

ଦୀର୍ଘ ୯ ମାସ ଅପେକ୍ଷା ପରେ ବାଣପୁରରେ ଖୋଲିବ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର

December 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଦୀର୍ଘ ଦିନର ଅପେକ୍ଷା ପରେ ଜାନୁଆରୀ ୩ ତାରିଖରେ ଖୋଲିବ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର। ବାଣପୁର ତହସିଲଦାର ମନ୍ମଥ ବେହେରା ସୂଚନା ଦେଇଛନ୍ତି।

କରୋନା କଟକଣାକୁ ନଜରରେ ରଖି ଆଜି ଏକ ଆଞ୍ଚଳିକ ଆଲୋଚନା ପାଇଁ ବ୍ଲକ ମିଟିଙ୍ଗ ହଲରେ ପୂଜକ ଓ ମନ୍ଦିର କମିଟିର ସଭ୍ୟ ତଥା ବି. ଡି.ଓ  ଡ.ଶୁଭଶ୍ରୀ ତ୍ରିପାଠୀ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ଏ. ବି.ଡ଼ି. ଓ. ସୀମାଦ୍ରୀ ପାତ୍ର, ବ୍ଲକ ଅଧ୍ୟକ୍ଷା ରଞ୍ଜୀତା ସେଠି, ପୋଲିସ ଏସ. ଆଇ. ବିଜୟ ମଲ୍ଲିକ, ପଂଚାୟତର ସରପଞ୍ଚ, ଅମିନ ଓ ବାଣପୁରର ବୁଦ୍ଧିଯିବି ମାନଙ୍କ ଉପସ୍ଥିତରେ ମନ୍ଦିର ଖୋଲିବା ନେଇ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ତହସିଲଦାର।

ମା ଭଗଵତୀଙ୍କ ମନ୍ଦିର ସହ ରଙ୍କନାଥ ଦେବ, ଦକ୍ଷେଶ୍ୱର ମନ୍ଦିର, ମା’ ବିରଜାଈ, ବରବରା ସ୍ଥିତ ମା’ ତାରିଣୀ, ଖିଲାମୁଣ୍ଡା ଓ ବାଣପୁରରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବା ସହ ପ୍ରତ୍ୟେକ୍ଷ ଭାବେ ଅଞ୍ଚଳବାସୀଙ୍କ ସହଯୋଗର କାମନା କରିଥିଲେ ତହସିଲଦାର। ଭକ୍ତଜନଙ୍କ ବହୁଦିନର ପ୍ରତୀକ୍ଷା ଓ ବ୍ୟାକୁଳତା ଭଗବାନ ଶୁଣିପାରିଲେ। ମନ୍ଦିରରେ ଦେବାଦେବୀଙ୍କୁ ଦର୍ଶନ କରିବା ଖବର ଶୁଣି ଅଞ୍ଚଳବାସୀ ମନରେ ଖୁସିର ବାତାବାରଣ ସୃଷ୍ଟି ହୋଇଛି।

ଦକ୍ଷେଶ୍ୱର ମନ୍ଦିର ବାଣପୁର ମା' ବିରଜାଈ ମା’ ଭଗବତୀ ମନ୍ଦିର ରଙ୍କନାଥ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026
Latest News

‘ଯଦି ଅମ୍ପାୟାର ନିରପେକ୍ଷ ନୁହଁନ୍ତି, ତେବେ…’: ECI କୁ ଏଭଳି ପରାମର୍ଶ ଦେଲେ ପୂର୍ବତନ ନିର୍ବାଚନ କମିଶନର

October 14, 2026

୫ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ

October 14, 2026

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.