Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଇଏନଏସ ଚିଲିକାରେ ରକ୍ତଦାନ ଶିବିର ଅନୁଷ୍ଠିତ
ଆଞ୍ଚଳିକ

ଆଇଏନଏସ ଚିଲିକାରେ ରକ୍ତଦାନ ଶିବିର ଅନୁଷ୍ଠିତ

November 21, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସ୍ୱର୍ଣ୍ଣିମ ବିଜୟ ବର୍ଷ ଏବଂ ଆଜାଦି କା ଅମୃତ ମହୋତ୍ସବ ତଥା ନୌସେନା ସପ୍ତାହ କାର୍ଯ୍ୟକଳାପର ଏକ ଅଂଶ ଭାବରେ ଆଇଏନଏସ ଚିଲିକା ଓ ଆଇଏନଏଚଏସ ନିଭାରିଣି, ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ସହଯୋଗରେ ଗତକାଲି ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ସେବା କର୍ମଚାରୀ ତଥା ଚିଲିକା ଷ୍ଟେସନରେ କାର୍ଯ୍ୟରତ ଥିବା ପ୍ରତିରକ୍ଷା କର୍ମଚାରୀ ଓ ବେସାମରିକ ନାଗରିକମାନେ ଏହି ଉତ୍ସବରେ ରକ୍ତଦାନ କରିବା ସହ ଉକ୍ତ ମହତ କାର୍ଯ୍ୟରେ ସହଯୋଗ କରିଥିଲେ।

ବିଶିଷ୍ଟ ରକ୍ତଦାତାମାନଙ୍କ ମଧ୍ୟରେ ନାଭାଲ୍ ବେସ୍ ଚିଲିକାର ଷ୍ଟେସନ୍ କମାଣ୍ଡର, ଆଈଏନଏଚଏସ ନିଭାରିଣିର କମାଣ୍ଡିଂ ଅଫିସର, ଏନଡବ୍ଲୁଡବ୍ଲୁଏ ଚିଲିକା ସଭାପତି ଏବଂ ଆଈଏନଏସ ଚିଲିକା ଓ ଆଇଏନଏଚଏସ ନିଭାରିଣିର ବହୁ ପୁରୁଷ ଏବଂ ମହିଳା ଅଧିକାରୀମାନେ ସାମିଲ ଥିଲେ। ଉକ୍ତ ଦିନିକିଆ ଶିବିରରେ ସମୁଦାୟ ୧୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

ଆଜାଦି କା ଅମୃତ ମହୋତ୍ସବ ସ୍ୱର୍ଣ୍ଣିମ ବିଜୟ ବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Latest News

ଓଡିଶା ରିଅଲ ଇଷ୍ଟେଟ ଆପିଲେଟ ଟ୍ରିବୁନାଲ ଅଧ୍ୟକ୍ଷ ପ୍ରମଥ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନ

June 16, 2026

ବ୍ୟସ୍ତବହୁଳ ଷ୍ଟେସନଗୁଡ଼ିକ ପାଇଁ ମାଷ୍ଟରପ୍ଲାନର ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ

June 16, 2026

ଗ୍ରାମୀଣ ଶାସନ ବ୍ୟବସ୍ଥାରେ ନୂଆ ଦିଗ: ପଞ୍ଚାୟତ ସଂସ୍କାର ଓ ନବସୃଜନର ୧୨ ବର୍ଷ

June 16, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ଏଥିରେ କଣ ହେବ? କିଏ ରହିବ?

June 16, 2026

ନିଟ୍‌ ପୁନଃପରୀକ୍ଷାର ସୁରକ୍ଷା ଏବଂ ଲଜିଷ୍ଟିକ୍ସ ପ୍ରସ୍ତୁତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.