Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭଗବାନ ପ୍ରଧାନ ହେଲେ ବାଲୁଗାଁ ଏନଏସିର ନୂତନ ଉପାଧ୍ୟକ୍ଷ
ଆଞ୍ଚଳିକ

ଭଗବାନ ପ୍ରଧାନ ହେଲେ ବାଲୁଗାଁ ଏନଏସିର ନୂତନ ଉପାଧ୍ୟକ୍ଷ

April 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ରାଜ୍ୟର ସମସ୍ତ ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଚାଲିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିର ବାଲୁଗାଁ ଏନଏସିରେ ଉକ୍ତ ନିର୍ବାଚନ ଶେଷ ହୋଇଛି। ତେବେ ଉପାଧ୍ୟକ୍ଷ ଭାବେ ବିଜେଡି କାଉନସିଲର ନିର୍ବାଚିତ ହୋଇଛନ୍ତି।

୧୧ ଗୋଟି ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସିରେ ଉପାଧ୍ୟକ୍ଷ ପାଇଁ ବିଜେପି ପକ୍ଷରୁ ୯ ନମ୍ବର ୱାର୍ଡ ବିଜେପି କାଉନସିଲର ବିପ୍ଳବୀ ରବିଶଙ୍କର ସାହୁ ନୋମିନେସନ ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ୧୧ ନମ୍ବର ୱାର୍ଡ କାଉନସିଲର ଭଗବାନ ପ୍ରଧାନ ନୋମିନେସନ ଦାଖଲ କରିଥିଲେ। ତେବେ ଭଗବାନଙ୍କୁ ସମୁଦାୟ ୦୬ ଖଣ୍ଡ ଭୋଟ ମିଳିଥିବା ବେଳେ ବିପ୍ଳବୀଙ୍କୁ ୦୩ ଖଣ୍ଡ ଭୋଟ ମିଳିଥିଲା ଏବଂ ବିଜେପିର ଦୁଇ କାଉନସିଲର ଅନୁପସ୍ଥିତ ଥିଲେ।

ଏହି ଅନୁସାରେ ନିର୍ବାଚନ ଅଧିକାରୀ ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା ୧୧ନଂ କାଉନସିଲର ଭଗବାନ ପ୍ରଧାନଙ୍କୁ ବିଜୟୀ ଘୋଷିତ କରିଛନ୍ତି। ଏଥି ସହିତ ଭଗବାନ ପ୍ରଧାନ ବାଲୁଗାଁ ଏନଏସିର ନବ ନିର୍ବାଚିତ ଉପାଧ୍ୟକ୍ଷ ହୋଇଛନ୍ତି।

ବାଲୁଗାଁ ଏନଏସି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026
Latest News

ଅହମ୍ମଦାବାଦର ବାଣ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ: ୮ ମୃତ

July 18, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ଏମ୍ସ ଭୁବନେଶ୍ୱର ଷଷ୍ଠ ସମାବର୍ତ୍ତନ ଉତ୍ସବ: ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

July 18, 2026

ବାଲୁଗାଁରେ ନୂଆ ସିନେମା ହଲ ଜଗଦମ୍ବା, ଆସନ୍ତାକାଲି ଉଦଘାଟନ କରିବେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

July 18, 2026

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.