Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପର୍ଯ୍ୟଟନ ଓ ଆତିଥେୟତା ବିଭାଗର ଛାତ୍ରଛାତ୍ରୀମାନଙ୍କର ହୋଟେଲ୍ ଶିଳ୍ପ ପରିଦର୍ଶନ
ଆଞ୍ଚଳିକ

ପର୍ଯ୍ୟଟନ ଓ ଆତିଥେୟତା ବିଭାଗର ଛାତ୍ରଛାତ୍ରୀମାନଙ୍କର ହୋଟେଲ୍ ଶିଳ୍ପ ପରିଦର୍ଶନ

September 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ର ପର୍ଯ୍ୟଟନ ଓ ଆତିଥେୟତା ବିଭାଗର ଛାତ୍ର ଛାତ୍ରୀ ମାନେ ହୋଟେଲ୍ ଶିଳ୍ପ ପରିଦର୍ଶନ କରି ଖାଦ୍ୟ ପାନୀୟ ପରିବେଷଣ ବିଭାଗରେ ଜ୍ଞାନ ଆହରଣ କରିଥିଲେ। ଛାତ୍ର ଛାତ୍ରୀମାନେ ଷ୍ଟାର୍ ମୁନ୍ ହୋଟେଲ୍ ଭ୍ରମଣ କରି ଜ୍ଞାନ ଆହରଣ କରିଥିଲେ। ଏଥିରେ ହୋଟେଲର ମାଲିକ ସର୍ବେଶ୍ୱର ରାଉଳ ଛାତ୍ରଛାତ୍ରୀମାନଙ୍କୁ ହୋଟେଲରେ ଖାଦ୍ୟ ପାନୀୟ ପରିବେଷଣ ବିଷୟରେ ଅବଗତ କରାଇଥିଲେ।

ଧନ୍ଦାମୂଳକ ଶିକ୍ଷାର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ପ୍ରଶିକ୍ଷକ ସୀମାଂଚଳ ଦାଶ ଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସେହି ସ୍ଥାନ ପରିଦର୍ଶନ ପୂର୍ବକ ବିଷୟ ଭିତିକ ତାଲିମ ପାଇଥିଲେ। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ହୀରାଲାଲ୍ ଧଳ , କ୍ରିଡା ଶିକ୍ଷକ ସତ୍ୟବ୍ରତ ସାହୁ ସମସ୍ତ କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥିଲେ।

ନାକଟିଦେଉଳ ବ୍ଲକ୍
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ରାମ ମନ୍ଦିର ଦାନ ଚୋରି ମାମଲା: ଇସ୍ତଫା ଦେଲେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଅନିଲ ମିଶ୍ର 

June 26, 2026

ଭାରତର ଡ୍ୟାମ ଉପରେ ଆକ୍ରମଣ କରିପାରିବ କି ପାକିସ୍ତାନ, ଜାଣନ୍ତୁ କ’ଣ କହିଲେ ପାକିସ୍ତାନୀ ବିଶେଷଜ୍ଞ?

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.