Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନବ ବର୍ଷରେ ରଣପୁର ଚଳଚଞ୍ଚଳ: ମଣିନାଗ ଓ ଜଗନ୍ନାଥ ମନ୍ଦିରରେ ଶହ ଶହ ଭକ୍ତଙ୍କ ଭିଡ
ଆଞ୍ଚଳିକ

ନବ ବର୍ଷରେ ରଣପୁର ଚଳଚଞ୍ଚଳ: ମଣିନାଗ ଓ ଜଗନ୍ନାଥ ମନ୍ଦିରରେ ଶହ ଶହ ଭକ୍ତଙ୍କ ଭିଡ

January 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ଇଁରାଜୀ ନବ ବର୍ଷ ଉପଲକ୍ଷେ ରଣପୁର ଚଳ ଚଞ୍ଚଳ ହୋଇ ଉଠିଛି। ବାଣ ଫୁଟାଇବା ସହ ନାଚ ଗୀତ ଆସର କରି ନବ ବର୍ଷକୁ ସ୍ବାଗତ କରାଯାଇଛି। ଆଜି ସକାଳୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର, ତଳ ମଣିନାଗ ପୀଠ, ସ୍ଵପ୍ନେଶ୍ଵର ମନ୍ଦିର, ଚଣ୍ଡେଶ୍ୱର ମନ୍ଦିର, ଗୋପାଳପୁର ନୀଳକଣ୍ଠେଶ୍ଵର ମନ୍ଦିର, ମାଳ ଖିଲାମୁଣ୍ଡା ଠାକୁରାଣୀ ମନ୍ଦିର, ମଝିଆଖଣ୍ଡ କାମଳେଶ୍ୱର ମନ୍ଦିର ଓ ଅସୁରକୁମାରୀ ପୀଠରେ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିଲା।

ଏହି ସବୁ ପର୍ଯ୍ୟଟନ ସ୍ଥଳୀଗୁଡିକରେ ଭୋଜି ଭାତର ଆସର ଦେଖିବାକୁ ମିଳିଥିଲା। ବିଶେଷ କରି ମଣିନାଗ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡି ଲାଗି ରହିଥିଲା। ସେହିପରି ଅନେକ ଭକ୍ତ ଆଜି ପାହାଡ ଶିଖରରୁ ଯାଇ ଉପର ମଣିନାଗ ଦର୍ଶନ କରିଥିଲେ। ଚଳିତ ବର୍ଷ ଜଗନ୍ନାଥ ମନ୍ଦିରକୁ ଏକ ନୂଆ ଢଙ୍ଗରେ ସଜା ଯାଇଥିଲା, ଯାହା ଭକ୍ତମାନଙ୍କୁ ଅତ୍ୟନ୍ତ ବିମୋହିତ କରିଥିଲା।

ଜଗନ୍ନାଥ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.