Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ କବି ତପନ ପଟ୍ଟନାୟକଙ୍କ ସ୍ମୃତି ସଭା
ଆଞ୍ଚଳିକ

ବାଣପୁରରେ କବି ତପନ ପଟ୍ଟନାୟକଙ୍କ ସ୍ମୃତି ସଭା

March 19, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Tapan
ବାଣପୁରରେ କବି ତପନ ପଟ୍ଟନାୟକଙ୍କ ସ୍ମୃତି ସଭା

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ପ୍ରଖ୍ୟାତ କବି, ଗାଳ୍ପିକ, ଔପନ୍ୟାସିକ, ଗୀତିକାର ତପନ ପଟ୍ଟନାୟକଙ୍କ ବିୟୋଗରେ ଚିଲିକା ସାହିତ୍ୟ ସମାଜ ତରଫରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ଶ୍ରୀରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ଏହି ସଭା କରାଯାଇଛି।

ଏଥିରେ ଗାଳ୍ପିକ ଶିବ ମିଶ୍ର, କବି ପୁରୁଷୋତ୍ତମ ମହାପାତ୍ର, ଓମ୍ ପ୍ରକାଶ ଅଗ୍ରୱ୍ୱାଲ, ଡ଼ଃ କୈଳାସ ମହାରଣା, ଡଃ ଲକ୍ଷ୍ମୀ ଧରସୁବୁଦ୍ଧି, ଲକ୍ଷ୍ମୀ ପ୍ରସାଦ ମିଶ୍ର, ମଦନ ମୋହନ ମହାପାତ୍ର, ଆନନ୍ଦ ଚନ୍ଦ୍ରସେନାପତି, ଦିଗମ୍ବର ବିଶ୍ଵାଳ, ଶିଶିର ଦାସ,ବୈରାଗୀ ବଳ ପ୍ରମୁଖ ଯୋଗ ଦେଇ ଦିବଂଗତ ଆତ୍ମାର ସଦ୍ ଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ସ୍କୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶ୍ରୀରଙ୍କ ନାଥଙ୍କ ଚରଣାରବିନ୍ଦରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ତାଙ୍କପ୍ରିୟ କାଳଜୟୀ ଭଜନ” ମୁଁ ଆସିଛି ଦେଖି ତୋ କଳା ବଦନକୁ “ଆବୃତ୍ତି କରାଯାଇଥିଲା। ଶେଷରେ କବୟତ୍ରୀ ପ୍ରିୟଦର୍ଶିନୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ତପନ ପଟ୍ଟନାୟକ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ

September 6, 2026

ରେଢ଼ାଖୋଲରେ ଆରଏସଏସ ଯୁବ ସମ୍ମିଳନୀ

September 6, 2026

ସମ୍ବଲପୁର ସେନ୍ ପାର୍କ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା

September 6, 2026

ବାଲୁଗାଁ ଭେଙ୍କଟେଶ୍ଵର ସ୍କୁଲରେ ଧୂମଧାମରେ ଗୁରୁଦିବସ ପାଳିତ

September 5, 2026
Latest News

ଏଠାରେ ମିଳେନି ସଉଦା, ହୁଏ ଭାବନାର ମିଳନ! ଦୁନିଆର ନିଆରା ‘Love Market’

September 7, 2026

ରୋଷେଇ ଘରର ଏହି ଛୋଟ ସଙ୍କେତ ଦେଇପାରେ ବଡ଼ ବିପଦର ଖବର! ଯାଞ୍ଚ କରନ୍ତୁ ଗ୍ୟାସ ଶିଖା

September 7, 2026

ଇଣ୍ଡୋନେସିଆରେ ଆଗ୍ନେୟଗିରି ବିସ୍ଫୋରଣ: ୫୦ ହଜାର ଫୁଟ ଉଚ୍ଚକୁ ଉଠିଲା ପାଉଁଶ

September 7, 2026

ନିଆଳିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ୪୦ ଛେଳି ଜୀବନ୍ତ ଦଗ୍ଧ

September 7, 2026

ପାଳଲହଡ଼ାରେ ଭୟଙ୍କର ଦୁର୍ଘଟଣା: ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ, ଚାପି ହୋଇ ଚାଳକ ମୃତ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.