Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟର ହୀରକଜୟନ୍ତୀ ଉତ୍ସବ: ପୁରାତନ ଛାତ୍ରଛତ୍ରୀଙ୍କ ପାଇଁ କିଛି ଜରୁରୀ ସୂଚନା
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ହୀରକଜୟନ୍ତୀ ଉତ୍ସବ: ପୁରାତନ ଛାତ୍ରଛତ୍ରୀଙ୍କ ପାଇଁ କିଛି ଜରୁରୀ ସୂଚନା

March 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

 ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଚଳିତବର୍ଷ ଜୁଲାଇ ୨୬ ତାରିଖରେ ଏହାର ହୀରକଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଅଛି। ଏଥିନିମନ୍ତେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଛାତ୍ରସଂଘ ଗଠନ ପାଇଁ ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ସମସ୍ତଙ୍କ ଅବଗତି ନିମନ୍ତେ ଦୁଇ ଗୋଟି ହ୍ଵାଟ୍ସଆପ ଗୃପ ଗଠନ କରାଯାଇଛି। ପ୍ରଥମ ଗୃପରେ ଏପର୍ଯ୍ୟନ୍ତ ୧୦୪୦ ସଦସ୍ୟ ଯୋଡି ହୋଇଥିବାବେଳେ, ଦ୍ଵିତୀୟ ଗୃପରେ ୩୦୦ ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡି ହୋଇଛନ୍ତି। ତଥାପି ଅନେକ ପୁରାତନ ଛାତ୍ରଛାତ୍ରୀ ଏସମ୍ପର୍କରେ ଅବଗତ ନୁହନ୍ତି।

ଯେହେତୁ ୧୯୬୩ ମସିହା ଠାରୁ ଆଜି ପର୍ଯ୍ୟନ୍ତ ହଜାର ହଜାର ଛାତ୍ରଛାତ୍ରୀ ଉକ୍ତ ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି, ତେଣୁ ବ୍ୟକ୍ତିଗତ ଭାବରେ ହୀରକଜୟନ୍ତୀ ଉତ୍ସବ ପାଇଁ ସମସ୍ତଙ୍କ ସହ ଯୋଗଯୋଗ ସମ୍ଭବ ହେଉପାରିନାହିଁ। ତେଣୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ‘ସମୀକ୍ଷା’ ମାଧ୍ୟମରେ ସମସ୍ତଙ୍କୁ ଅପିଲ କରିଛନ୍ତି କି ଯେଉଁମାନେ ଉକ୍ତ ହୀରକଜୟନ୍ତୀ ଉତ୍ସବରେ ଯୋଗଦାନ କରିବା ପାଇଁ ଇଚ୍ଛୁକ ସେମାନେ ନିମ୍ନଲିଖିତ ଫୋନ ନମ୍ବରରେ ଯୋଗାଯୋଗ କରି ନାମ ପଞ୍ଜିକରଣ କରାଇପାରିବେ।

୧- ପ୍ରଫେସର ବିନାୟକ ହୋତା, ମହାବିଦ୍ୟାଳୟ ଅଧ୍ୟକ୍ଷ: ୯୪୩୯ ୭୭୯ ୨୫୧ (9439779251)

୨- ପ୍ରଫେସର ଲକ୍ଷ୍ମୀପ୍ରସାଦ ମିଶ୍ର: ୯୪୩୯ ୮୩୨ ୭୭୯ (9439832779)

୩- ଡ଼. ଏସପିଏନଏସ ବର୍ମା: ୯୪୩୮ ୪୩୮ ୨୫୦ (9438438250)

୪- ମହେଶ୍ୱର ଜେନା: ୯୦୪୦ ୧୦୯ ୨୦୯ (9040109209)

୫- ଶେଖ ମୋହିନୁଲ ହକ: ୮୯୧୭ ୩୩୬ ୫୫୦ (8917336550)

୬- ସର୍ବେଶ୍ୱର ଷଡ଼ଙ୍ଗୀ: ୯୯୩୭ ୧୬୪ ୬୦୪ (9937164604)।

ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.