Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭୁବନେଶ୍ବର: ଉତ୍କଳ ସାମ୍ବାଦିକ ଭବନ ପରିସରରେ ପାଳିତ ହେଲା ବିଶ୍ବ ଗଣମାଧ୍ୟମ ସ୍ବତନ୍ତ୍ରତା ଦିବସ
ଆଞ୍ଚଳିକ

ଭୁବନେଶ୍ବର: ଉତ୍କଳ ସାମ୍ବାଦିକ ଭବନ ପରିସରରେ ପାଳିତ ହେଲା ବିଶ୍ବ ଗଣମାଧ୍ୟମ ସ୍ବତନ୍ତ୍ରତା ଦିବସ

May 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ‘ବିଶ୍ବ ଗଣମାଧ୍ୟମ ସ୍ବତନ୍ତ୍ରତା ଦିବସ’ ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିଲା ଆଗାମୀ ପିଢ଼ିର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସର୍ବସାଧାରଣଙ୍କୁ ଗଣମାଧ୍ୟମର ଭୂମିକା ବିଷୟରେ ସଚେତନ କରିବା। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ସାହିତ୍ୟିକ ଓ ସଂଗଠକ ନିଳାଦ୍ରୀଭୂଷଣ ମହାପାତ୍ର, ସଂଳାପକାର ଡଃ. ରଜନୀ ରଂଜନ, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ଏଠାରେ ଉପସ୍ଥିତ ସାମ୍ବାଦିକ, ସାହିତ୍ୟିକ ଓ କଳାକାରଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା।

ବରିଷ୍ଠ ସାମ୍ବାଦିକ ଓ କବି କେଦାର ମିଶ୍ର, ସମ୍ବାଦର ସହ ସମ୍ପାଦକ ଚୌଧୁରୀ ଅମିତାଭ ଦାଶ ଓ ଅକ୍ଷୟ ସ୍ବାଇଁ, ଏମ୍‌ସି ଚ୍ୟାନେଲ୍‌ର ପ୍ରୋଗ୍ରାମିଙ୍ଗ୍ ହେଡ୍ କଳ୍ପନା କରଣ, ସମାଜର ସହ ସମ୍ପାଦକ ପ୍ରତାପ ପ୍ରଧାନ, ଧରିତ୍ରୀର ସହ ସମ୍ପାଦିକା ରୋଜାଲିନ୍ ମହାନ୍ତି, ପ୍ରମେୟର ସହ ସମ୍ପାଦିକା ସସ୍ମିତା ମଲ୍ଲ, ଉତ୍କଳ ବୁଲେଟିନର ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ସକାଳର ମୁଖ୍ୟ ବିତରକ ପ୍ରବୋଧ କୁମାର ନାୟକ, ମିଡିଆ କୋଡିନେଟର ବାଳକୃଷ୍ଣ ରାଉତ ଓ ସୁବୋଧ ସାମଲ, ବିଶ୍ବବାଣୀର ରାଜ୍ୟ ପ୍ରତିନିଧି ସନ୍ତୋଷ ସେନାପତି, ଫଟୋ ଜର୍ଣ୍ଣାଲିଷ୍ଟ ବସନ୍ତ ପରିଡ଼ା, ସାହିତ୍ୟିକା ମନୀଷା ରାୟ, ଜନ ଅଧିକାରର ସାମ୍ବାଦିକ ଯଯାତି ଦାସ, ଓମ୍ ସାର୍ଥକର ସାମ୍ବାଦିକ କୃଷ୍ଣଚନ୍ଦ୍ର ବାରିକ (ବାପି), ନୃତ୍ୟଶିଳ୍ପୀ ନିତୁ ପ୍ରିୟଦର୍ଶିନୀ, ସୁଚିସ୍ମିତା ନନ୍ଦ, ସମାଜସେବୀ ମାନୀ ପଣ୍ଡା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।

ଏହାବ୍ୟତୀତ ଜାତୀୟସ୍ତରରେ ପୁରସ୍କୃତ ହେଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଟି’କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ ସାମ୍ବାଦିକ- ଗୀତିକାର ସତ୍ୟ ପାଣିଗ୍ରାହୀ ଏବଂ ଆୟୋଜକ ଥିଲେ ଡେନିମ୍ ଆଣ୍ଡ ବ୍ଲଜ ଡ୍ୟାନ୍ସ ଗ୍ରୁପ୍‌ର ନିର୍ଦ୍ଦେଶକ ପ୍ରିୟାଂଶୁ ପ୍ରିୟଦେବ।

ଉତ୍କଳ ସାମ୍ବାଦିକ ଭବନ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତାଲିମ କାର୍ଯ୍ୟକ୍ରମ

August 26, 2025

ବାଣପୁର ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ଶିବିର

August 26, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025
Latest News

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025

ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା

August 27, 2025

ଆଜି ଗଣେଶ ପୂଜାରେ ମୁଖ୍ୟମନ୍ତ୍ରୀ ଓଡିଶା ଚାଷୀଙ୍କୁ ଦେବେ ୨୦୦୦ ଟଙ୍କା

August 27, 2025

ଓଡିଶା ଆସିବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ

August 27, 2025

ମାରୁତି ସୁଜୁକିର ପ୍ରଥମ ଭାରତ ନିର୍ମିତ ଇଲେକ୍ଟ୍ରିକ୍ ଯାନ ‘ଇ-ଭିଟାରା’କୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.