Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ନିଳାଦ୍ରୀପ୍ରସାଦରେ ସଡକ ଦୁର୍ଘଟଣା, ଦୁଇ ମୋଟର ସାଇକେଲ ହେଲା ମୁହାଁମୁହିଁ
ଆଞ୍ଚଳିକ

ବାଣପୁର ନିଳାଦ୍ରୀପ୍ରସାଦରେ ସଡକ ଦୁର୍ଘଟଣା, ଦୁଇ ମୋଟର ସାଇକେଲ ହେଲା ମୁହାଁମୁହିଁ

May 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ନିଳାଦ୍ରୀପ୍ରସାଦରେ ସଡକ ଦୁର୍ଘଟଣା, ଦୁଇ ମୋଟର ସାଇକେଲ ହେଲା ମୁହାଁମୁହିଁ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଥାନା ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ମଧୁ ଛକ ନିକଟରେ ଆଜି ସନ୍ଧ୍ୟାରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି l ଯେଉଁଥିରେ ଚାରି ଜଣ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l

ସୂଚନା ମୁତାବକ ବଡସିରେଇପୁର ଗ୍ରାମର ପ୍ରମୋଦ ବିଶ୍ୱାଳ ତାଙ୍କର ଜଣେ ସହଯୋଗୀଙ୍କ ସହ ଏକ ପଲସର ବାଇକରେ କୌଣସି କାର୍ଯ୍ୟରେ ନୀଳାଦ୍ରିପ୍ରସାଦକୁ ଯାଉଥିବା ବେଳେ ଅନୁରୂପ ଭାବେ ନୀଳାଦ୍ରିପ୍ରସାଦ ଆଡୁ ଅନ୍ୟ ଏକ ବୁଲେଟ ମୋଟରସାଇକେଲରେ ବେତୁଲି ଗ୍ରାମର ବାପୁନି ନାୟକ ତାଙ୍କ ସହଯୋଗୀଙ୍କ ସହ ଆସୁଥିବା ବେଳେ ମଧୁ ଛକରେ ଧରି ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା l

ଉଭୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୋଡରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ନୀଳାଦ୍ରିପ୍ରସାଦ ସ୍ଥିତ ଡାକ୍ତରଖାନାରେ ଉଭୟଙ୍କୁ ଭର୍ତ୍ତି କରିଥିଲେ l ପରିବାର ଲୋକ ସେଠାରୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବାବେଳେ ଉଭୟଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡାକ୍ତର ଉଭୟଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି l ଅନ୍ୟ ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି l

ତେବେ ପ୍ରମୋଦ ବିଶ୍ୱାଳଙ୍କ ପଲସର ମୋଟରସାଇକେଲ ଏବଂ ମୋବାଇଲକୁ ବେତୁଲି ଗ୍ରାମ ବାପୁନିଙ୍କ ସହଯୋଗୀ ମାନେ ମାରାଧାର କରି ଛଡେଇ ନେଇଯାଇଥିବା ପ୍ରମୋଦଙ୍କ ପରିବାର ତରଫରୁ ଅଭିଯୋଗ ହୋଇଥିବା ବେଳେ ବାପୁନି ନାୟକଙ୍କ ସମ୍ପର୍କୀୟମାନେ ଏହାକୁ ଖଣ୍ଡନ କରିଛନ୍ତି l

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ପାଳିତ

November 26, 2025

ଖୋଲିଲା ମା’ ଭଗବତୀଙ୍କ ଭିତରହୁଣ୍ଡି: ଜାଣନ୍ତୁ କେତେ ସଂଗ୍ରହ ହେଲା ଦାନ ରାଶି?

November 26, 2025

ବାଣପୁର କୋର୍ଟରେ ସମ୍ବିଧାନ ଦିବସ ପାଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ

November 26, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

November 25, 2025
Latest News

Hema’s Emotional Letter to Dharmendra: ଧର୍ମେନ୍ଦ୍ରଙ୍କୁ ଦୁଃଖଭରା ଚିଠି ଲେଖିଲେ ହେମାମାଳିନ

November 27, 2025

ବିଧାୟକମାନଙ୍କୁ ଭାଙ୍ଗିବାରେ ଲାଗିପଡ଼ିଛି ଶାସକ ଦଳ?: ବିହାରର NDA ସରକାର ବିରୁଦ୍ଧରେ ଗମ୍ଭୀର ଅଭିଯୋଗ

November 27, 2025

ଆଜି କେତେ କମିଲା ସୁନା ଦର?: ଜାଣନ୍ତୁ ଭୁବନେଶ୍ଵର ସମେତ ଏହି ସବୁ ସହରର ସୁନା ମୂଲ୍ୟ

November 27, 2025

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ କୁ ପିଟି ହୋଇ ମୋଟରସାଇକେଲ ଚାଳକର ମୃତ୍ୟୁ

November 27, 2025

ବାଲୁଗାଁ ମୁଖ୍ୟରାସ୍ତା ଉଭୟ ପାର୍ଶ୍ୱରୁ ବେଆଇନ ଜବରଦଖଲ ଉଚ୍ଛେଦ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.