Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଅର୍ ବୋତଲରେ ଯୁବକକୁ ଆକ୍ରମଣ, ଦୁଇ ଯୁବକ ଗିରଫ
ଆଞ୍ଚଳିକ

ବିଅର୍ ବୋତଲରେ ଯୁବକକୁ ଆକ୍ରମଣ, ଦୁଇ ଯୁବକ ଗିରଫ

June 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଓ ବାଲିପଦର ଫାଣ୍ଡି ଅନ୍ତର୍ଗତ ଖରିଡା ଗ୍ରାମର ବିନୋଦ ବିଷୋୟୀ ନାମକ ଜଣେ ଯୁବକଙ୍କୁ ସେହି ଗ୍ରାମର ଅକ୍ଷୟ ସ୍ବାଇଁ ଓ ରଞ୍ଜନ ଭୁୟାଁ ମିଶି ଏକ ବିଅର୍ ବୋତଲରେ ଆକ୍ରମଣ କରିଥିଲେ। ଯାହା ଫଳରେ ବିନୋଦ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ବିନୋଦ ବାଲିପଦର ଡାକ୍ତରଖାନାରେ ଚିକିତ୍ସିତ ହୋଇ ବାଲିପଦର ଫାଣ୍ଡି ରେ ଅଭିଯୋଗ କରିଥିଲେ।

ପୋଲିସ ଏତଲା ନଂ ୪୨୫/୨୩ ରେ ମାମଲା ରୁଜୁ କରି ଉଭୟ ଅକ୍ଷୟ ଓ ରଞ୍ଜନ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ।

ଦୁଇ ଯୁବକ ଗିରଫ ଯୁବକକୁ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

ଓଡ଼ିଶାରେ ଟେକ୍ ବିପ୍ଳବ: HCLTech ଓ ‘ସର୍ଭମ AI’ ସହ ସ୍ୱାକ୍ଷରିତ ହେଲା ଦୁଇଟି MoU

July 24, 2026

ଦାବି ଗ୍ରହଣ କଲେ ସରକାର?: ଜାଣନ୍ତୁ  ସିଜେପି ଏବଂ ସରକାରଙ୍କ ମଧ୍ୟରେ କ’ଣ ହେଲା ଆଲୋଚନା?

July 24, 2026

୨୦୨୬ ଏସୀୟ କ୍ରୀଡା: ସିଧାସଳଖ ନକଆଉଟ୍ ପର୍ଯ୍ୟାୟରେ ଖେଳିବେ ପୁରୁଷ ଏବଂ ମହିଳା କ୍ରିକେଟ୍

July 24, 2026

ରାଜ୍ୟସଭାରେ ବନ୍ଦେ ମାତରମ୍ ବିଲ୍ ଆଗତ: ଅପମାନ ପାଇଁ ଦଣ୍ଡ ବ୍ୟବସ୍ଥା

July 24, 2026

‘ଆମେ ବାଂଲାଦେଶ କିମ୍ବା ନେପାଳ ଭଳି ପରିସ୍ଥିତି ଚାହୁଁନାହୁଁ’: କହିଲେ ଏହି ୩ ଛାତ୍ରୀ

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.