Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାଚୁଣୀ କଲେଜର ୪୩ ତମ ପ୍ରତିଷ୍ଠା ଦିବସ ପାଳିତ
ଆଞ୍ଚଳିକ

ନାଚୁଣୀ କଲେଜର ୪୩ ତମ ପ୍ରତିଷ୍ଠା ଦିବସ ପାଳିତ

August 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ କଲେଜରର ୪୩ ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଆୟୋଜିତ ସଭାକୁ କଲେଜର ଅଧ୍ୟକ୍ଷ ନାରାୟଣ ବଳିୟାରସିଂହ ସ°ଯୋଜନା କରିଥିବା ବେଳେ ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବିଶେଷ ଅତିଥି ଭାବେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ, ମୁଖ୍ୟ ବକ୍ତା ଭାବେ ନିରାକାରପୁର କେବିଡିଏଭି କଲେଜର ଇ°ରାଜୀ ବିଭାଗ ପ୍ରାଧ୍ୟାପକ ଡଃ ମୃତ୍ୟୁ°ଜୟ ରଥ , ଆମନ୍ତ୍ରିତ ଅତିଥି ଭାବେ ପ୍ରତିଷ୍ଠା ସ°ପାଦକ ତଥା ପୂର୍ବତନ ଚିଲିକା ବିଧାୟକ ଡାକ୍ତର ବିଭୁତି ଭୁଷଣ ହରିଚନ୍ଦନ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ଼ଃ ଦୁର୍ଗା ଶଙ୍କର ଷଡ଼ଙ୍ଗୀ , ସମ୍ବର୍ଦ୍ଧିତ ଅତିଥି ଭାବେ ଚିଲିକା ବ୍ଲକର ବିତ୍ତ ବିଭାଗ ଅଧିକାରୀ ପ୍ରଦୀପ କୁମାର ସୁବୁଦ୍ଧି ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସା°ସ୍କୃତିକ ପରିଷଦର ଉପସଭାନେତ୍ରୀ ତଥା ସ°ସ୍କୃତ ବିଭାଗ ଅଧ୍ୟାପିକା ଡଃ ସୁଭଦ୍ରା ଭୋଳ ମଞ୍ଚାସୀନ ହୋଇ ସ୍ବାଗତ ଭାଷଣ ସହ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବେଦ ପାଠ ସହିିିତ ମଞ୍ଚାସୀନ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ଫଟୋରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ଅଜିତ କୁମାର ମିଶ୍ର ଙ୍କ ସ°ଯୋଜନାରେ ଯୁକ୍ତ ୩ ର ଛାତ୍ରୀମାନେ ଆବାହନୀ ସ°ଗୀତ ସହ ଉତ୍କଳ ବନ୍ଦନା ଗାନ କରିଥିଲେ। ଅଧ୍ୟାପିକା ଲୀନା ନଦୀଜା ଓ ଅଧ୍ୟାପିକା ଅର୍ଚ୍ଚନା ରାଣୀ ସାହୁ ସଭା ସ°ଚାଳନରେ ସହଯୋଗ କରିଥିବା ବେଳେ ଅଧ୍ୟାପିକା ସି. ମଞ୍ଜୁଲତା ଧନ୍ୟବାଦ ଅର୍ପଣ କରିଥିଲେ।

ଏନ୍ ସି ସି ଛାତ୍ରୀ କ୍ୟାଡେଟମାନେ ଆମନ୍ତ୍ରିତ ଅତିଥି ମାନଙ୍କୁ ପ୍ୟାରେଡ଼ରେ ସଭା ସ୍ଥଳକୁ ସ୍ବାଗତ ସହକାରେ ଆଣି ମଞ୍ଚାସୀନ କରାଇଥିଲେ। କାର୍ଯ୍ୟକ୍ରମ ଅବସରରେ ପୁୁୁୁରାତନ ଛାତ୍ର ତଥା ସମ୍ବର୍ଦ୍ଧିତ ଅତିଥି ଭାବେ ଯୋଗ ଦେଇଥିବା ପ୍ରଦୀପ କୁମାର ସୁବୁଦ୍ଧିଙ୍କୁ ଉପଢୌକନ ଓ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏନ୍ ସି ସି ଛାତ୍ରୀ ଙ୍କ ସମେତ ଏନ୍ ଏସ୍ ଏସ୍, ସ୍କାଉଟ ଛାତ୍ର ଛାତ୍ରୀ ମାନେ ସଭାରେ ଶୃଙ୍ଖଳା ରକ୍ଷା କରିଥିଲେ।

କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଛାତ୍ର ଛାତ୍ରୀ ମାନେ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

ନାଚୁଣୀ କଲେଜ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026

କନ୍ଧମାଳରେ ଆପଦପ୍ରବଣ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ସର୍ଭାଇଭର୍‍ ନେଟୱର୍କ କାର୍ଯ୍ୟକ୍ରମ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.