Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଦ୍ୟାଳୟରେ ଶୈାଚାଳୟ ଯନ୍ତ୍ରଣା: ଶିକ୍ଷକଙ୍କ ଅଗୋଚରରେ ବାହାରକୁ ଯାଉଛନ୍ତି ଛାତ୍ରଛାତ୍ରୀ
ଆଞ୍ଚଳିକ

ବିଦ୍ୟାଳୟରେ ଶୈାଚାଳୟ ଯନ୍ତ୍ରଣା: ଶିକ୍ଷକଙ୍କ ଅଗୋଚରରେ ବାହାରକୁ ଯାଉଛନ୍ତି ଛାତ୍ରଛାତ୍ରୀ

August 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ପାଖରେ ଅଛି ପାହାଡ। ପୋଖରୀରେ ଭର୍ତ୍ତି ପାଣି। ହେଲେ ଏହାକୁ ଭୃକ୍ଷେପ ନକରି ବିଦ୍ୟାଳୟ ପାଠପଢା ସମୟରେ ଛାତ୍ରଛାତ୍ରୀ ମାନେ ବିପଦ ସଙ୍କୁଳ ସ୍ଥାନକୁ ଶୈାଚ ହେବା ପାଇଁ ବାହାରକୁ ଯାଉଛନ୍ତି। ଏକଥା ନା ଶିକ୍ଷକ ଜାଣୁଛନ୍ତି ନା ବିଦ୍ୟାଳୟ କର୍ତୃପକ୍ଷ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆସିକା ବ୍ଲକ ସିଦ୍ଧନଇ ଗ୍ରାମପଚାଂୟତ ଉଚ୍ଚ ବିଦ୍ୟାଳୟରେ।

ଏହି ସମୟରେ ପିଲା ମାନେ ଶିକ୍ଷକଙ୍କୁ ନ କହି ବାହାରକୁ ଶୈାଚ ହେବା ପାଇଁ ଯାଉଛନ୍ତି। ବିଦ୍ୟାଳୟରେ ଶୈାଚାଳୟ ବ୍ୟବସ୍ଥା ନଥିବାରୁ ରିତୀମତ ପିଲା ମାନେ ଏଭଳି ମନ ଇଚ୍ଚା ବାହାରକୁ ଚାଲି ଯାଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସ୍କୁଲରେ ରୁପାନ୍ତରୀକରଣ କାମ ଚାଲିଥିବା ବେଳେ ସ୍କୁଲ ପରିସରରେ ଏବେ ବହୁ ସାମଗ୍ରୀ, ବିଭିନ୍ନ ନିର୍ମାଣ ସାମଗ୍ରୀ, ବାଲି ଗୋଡି ମାଟି ଆଉ ପୁରୁଣା ସାମଗ୍ରୀ ବିକ୍ଷିପ୍ତ ହୋଇ ପଡିଛି। କିଏ କୁଆଡେ ଗଲା କିଛି ଜଣାପଡୁନି। ଏହି ସମୟରେ ଛାତ୍ରଛାତ୍ରୀ ମଧ୍ୟ କିଏ ଯାଏ ଆଉ କିଏ ଆସେ ସେ ମଧ୍ୟ ଜଣାପଡେ ନାହିଁ। କିଏ ପାଠ ପଢୁଛି ଆଉ କିଏ ପଢୁ ନାହିଁ ତାକୁ ମଧ୍ୟ ତାଦରଖ ହେଉ ନଥିବା ଦେଖାଦେଇଛି। ଫଳରେ ସ୍କୁଲ ପିଲା ମାନେ ମନ ଇଛା ଶିକ୍ଷକଙ୍କ ବିନା ଅନୁମତିରେ ଶୈାଚ ହେବାକୁ ଯାଇଥାନ୍ତି ଓ ଆସିଥାନ୍ତି।

ବିଦ୍ୟାଳୟର କିଛି ଦୂରରେ ପାହାଡ ଓ ପୋଖରୀ ରହିଥିବା ବେଳେ କେତେବେଳେ ବିପଦ ଘନେଇବ ସେକଥା କହି ହେବ ନାହିଁ। ଏହାକୁ ବିଦ୍ୟାଳୟ କର୍ତୃପକ୍ଷ ଜମାରୁ ହେୟ କରୁନାହାଁନ୍ତି। ଏଭଳି ସ୍ଥିତିରେ ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଅବହେଳାକୁ ନେଇ ମଧ୍ୟ ଆସିକା ବିଇଓଙ୍କ ଠାରେ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ବହୁ ସମୟରେ ବହୁ ବିଦ୍ୟାଲୟରେ ଶୈାଚାଳୟ ନଥିବାରୁ ପିଲା ମାନେ ବାହାରକୁ ଯାଇ କିଏ ପାଣିରେ ବୁଡି ମରିଲେଣିତ ଆଉ କିଏ ବିଭିନ୍ନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଶିକ୍ଷକଙ୍କ ଅବହେଳାକୁ ନେଇ ବହୁ ସମୟରେ ଅଭିଯୋଗ ମାନ ବି ହେଉଛି। ଏସବୁକୁ ଶିକ୍ଷକ ମାନେ ଧ୍ୟାନ ଦେଉନଥିବା ଏବେ ପରିତାପର ବିଷୟ ହୋଇଛି।

ଆସିକା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026
Latest News

ଏହି କାରଣରୁ ଗୌତମ ଗମ୍ଭୀରଙ୍କୁ ବହିଷ୍କାର କରିବ ନାହିଁ ବିସିସିଆଇ: ଜାଣନ୍ତୁ କାରଣ

August 13, 2026

ଖେତରେ ଧାନ କାଟୁଥିବା ମହିଳାଙ୍କୁ ପଥର ମାରି ହତ୍ୟା: ୬୫ ବର୍ଷୀୟ ଦୋଷୀଙ୍କୁ ଆଜୀବନ ଜେଲ୍

August 13, 2026

ଡି-ଡଲାରାଇଜେସନ ନେଇ ବଢ଼ିଲା ଚର୍ଚ୍ଚା: BRICSର ପଦକ୍ଷେପ କେତେ ଶକ୍ତିଶାଳୀ?

August 13, 2026

ନୀଳଗିରିରେ ଭାଲୁ ଆକ୍ରମଣ, ୨ ଗୁରୁତର

August 13, 2026

ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ: ଶେଷ ହେବ କି ଅଚଳାବସ୍ଥା?

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.