Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜାତୀୟ ରାଜପଥ ଉଗ୍ରତାରା ଛକ ଉପରେ ବୁଲୁଛି ଦନ୍ତା, ଗାଡି ଚଳାଚଳ ବ୍ୟାହତ
ଆଞ୍ଚଳିକ

ଜାତୀୟ ରାଜପଥ ଉଗ୍ରତାରା ଛକ ଉପରେ ବୁଲୁଛି ଦନ୍ତା, ଗାଡି ଚଳାଚଳ ବ୍ୟାହତ

October 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁଁ ଜଙ୍ଗଲରେ ରହୁଥିବା ହାତୀ ମାନେ ଏବେ ଗାଁ ମୁହାଁ ହେଉଛନ୍ତି। ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜରେ ଏବେ ୧୮ ରୁ ଅଧିକ ହାତୀ ରହୁଛନ୍ତି।  ସେହି ହାତୀ ମାନେ ପଟିଆ ଜଙ୍ଗଲରେ ରହୁଥିବାରୁ ସେଠାରେ ଏବେ ଖାଦ୍ୟ ସମସ୍ୟା ଦେଖା ଦେଇଛି। ବନ ବିଭାଗ ସଠିକ ପରିଚାଳନା ନୀତି ଗ୍ରହଣ କରୁନଥିବାରୁ ଏହା ଏବେ ଏକ ବଡ଼ ସମସ୍ୟା ପାଲଟିଛି। ହାତୀ ମାନେ ଜନବସତିକୁ ପଳାଇ ଆସି ବ୍ୟାପକ କ୍ଷୟ କ୍ଷତି କରୁଛନ୍ତି।

ସେହିଭଳି ଆଜି ଗୋଟିଏ ଦନ୍ତା ହାତୀ ଜଙ୍ଗଲରୁ ପଲାଇ ଆସି ଉଗ୍ରତାରା ନିକଟରେ ଆତଙ୍କ ମଚଇଥିବା ଜଣା ପଡିଛି। ଏପଟେ ବନ ବିଭାଗ ନିକଟରେ ଖବର ନଥିବା ଜଣା ପଡିଛି।  ଫଳରେ ଲୋକେ ଭୟଭୀତ ହୋଇ ପଦଛନ୍ତି। ତେଣୁ ବନ ବିଭାଗ ହାତୀକୁ ଘଉଡ଼ାଇବାକୁ ଆବଶ୍ୟକ ପଦକ୍ଷେପ ନେବା ଦାବି ହେଉଛି।

ଉଗ୍ରତାରା ଛକ ଜାତୀୟ ରାଜପଥ ଟାଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ପୁରୀରେ ବାଲି ମାଫିଆଙ୍କ ବିରୋଧରେ ବଡ଼ ଚଢ଼ଉ : ୧୮ ହାଇୱା, ୨ ଜେସିବି ଜବତ, ୧୦ ଜଣ ଅଟକ

June 20, 2026

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

June 20, 2026

ରାଉରକେଲାରେ ଡବଲ୍ ଏନକାଉଣ୍ଟର

June 20, 2026

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଏହି ୮ ଖେଳାଳି ନିଶ୍ଚିତ!: ଜାଣନ୍ତୁ ତାଲିକା

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.