କୋଦଳା: ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଆଜି କୋଦଳା ଅଦାଲତ ପରିସରରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଦୌରାଜଜ ଚିନ୍ମୟ ଗୋଚ୍ଛାୟତ ଯୋଗ ଦେଇ ସ୍ଵଚ୍ଛ ରହିଲେ ଶରୀର ସୁସ୍ଥଙ୍କ ରହିବ ବୋଲି କହିବା ସହ ସ୍ଵଚ୍ଛତା ର ବାର୍ତ୍ତା ପ୍ରଦାନ କରିଥିଲେ ଓ ଉପସ୍ଥିତ ଜେ ଏମ୍ ଏଫ୍ ସି ବିମଳ ଲକ୍ଷ୍ମୀ ମିଶ୍ର, ସରକାରୀ ଓକିଲ ବାଳକୃଷ୍ଣ ପଣ୍ଡା ଓ ଅନ୍ୟାନ୍ୟ ଓକିଲ ଓ କର୍ମଚାରୀଙ୍କ ସହ ମିଶି ଅଦାଲତ ପରିସରକୁ ସଫା କରିଥିଲେ।
କୋଦଳା ଅଦାଲତ ପରିସରରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ
Published:
Oct 2, 2023, 10:45 am IST