Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକଟିଦେଉଲରେ ସାଇବର ସୁରକ୍ଷା ସଚେତନତା
ଆଞ୍ଚଳିକ

ନାକଟିଦେଉଲରେ ସାଇବର ସୁରକ୍ଷା ସଚେତନତା

October 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢାଖୋଲ (କନ୍ଦର୍ପ ବେହେରା): କିସିଣ୍ଡା ଓ ନାକଟିଦେଉଲ ଥାନା ଅଂଚଳର ବିଭିନ୍ନ ଗାଁ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ସାଇବର ସୁରକ୍ଷା ରଥ ଆଜି କିସିଣ୍ଡା ଥାନା ଅଞ୍ଚଳର କିସିଣ୍ଡା ହାଇସ୍କୁଲ, କଲେଜ, କିସିଣ୍ଡା ବଜାର ଓ ଗିରିଶ୍ଚନ୍ଦ୍ରପୁର ପଂଚାୟତରେ ପହଂଚି ଜନସାଧାରଣଙ୍କୁ ସାଇବର ସୁରକ୍ଷା ଉପରେ ସଚେତନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କିସିଣ୍ଡା ଥାନାଧିକାରୀ ଅଞ୍ଜଳି କୁମ୍ଭାର, ଏ ଏସ ଆଇ କସ୍ତୁ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସନ୍ଧ୍ୟାରେ ସଚେତନତା ରଥ ନାକଟିଦେଉଳ ଥାନା ଅଂଚଳର ବାଟଗାଁ, ସାହେବି, ଜଗନ୍ନାଥ ପ୍ରସାଦ ଗ୍ରାମ ପରିକ୍ରମା କରି ନାକଟିଦେଉଳ ପହଂଚି ସ୍ଥାନୀୟ କ୍ଲବ ପରିସରରେ ନାକଟିଦେଉଳ ଥାନାଧିକାରୀ ଧୀରେନ୍ଦ୍ର କୁମାର ସ୍ୱାଇଁ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ଼ି ଏସ ପି ପ୍ରଶାନ୍ତ ମେହେର, ପୂର୍ବତନ ବ୍ଳବ ଅଧ୍ୟକ୍ଷ ତଥା ଘୋଷରାମାଳ ସମିତିସଭ୍ୟ ସୁଦର୍ଶନ ସାହୁ, ନାକଟିଦେଉଳ ସରପଞ୍ଚ ଜିତେନ୍ଦ୍ରିୟ ସାହୁ, ସାହେବି ସରପଞ୍ଚ ରାମପ୍ରସାଦ ସାହୁ ଓ ସାଲେଭଟା ସରପଞ୍ଚ ପାଣ୍ଡବ ପ୍ରଧାନ ପ୍ରମୁଖ ଯୋଗଦେଇ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଉଥିବା ବେଳେ ସାଇବର ଠକମାନେ ବ୍ୟାଙ୍କ କେୱା ଇସି ଅପଡେଟ ସମେତ ବିଭିନ୍ନ ଉପାୟରେ ସାଇବର ଠକେଇ ହେଉଥିବାରୁ ଏଭଳି ସାଇବର ଠକମାନଙ୍କ ଠାରୁ ରକ୍ଷା ପାଇବା ଉପରେ ସଚେତନ କରିଥିଲେ।

ଏହି ଅବସରରେ ନମସଂକୀର୍ତ୍ତନ୍ୟ, କୃଷ୍ଣ ଗୁରୁ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିକ୍ଷକ ରାଜେନ୍ଦ୍ର ବିଶି ଅତିଥି ପରିଚୟ ଏବଂ ମଞ୍ଚ ପରିଚାଳନା କରିଥିବା ବେଳେ ଏ ଏସଆଇ ହୀରାଧର ବେହେରା ଧନ୍ୟବାଦ ଦେଇଥିଲେ।

କିସିଣ୍ଡା ସଚେତନତା କାର୍ଯ୍ୟକ୍ରମ ସାଇବର ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026
Latest News

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.