Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକ ପରିଦର୍ଶନ କଲେ ଆଇଟି ବିଭାଗର ଉପଦେଷ୍ଠା ଅନୁଭବ ପଟ୍ଟନାୟକ
ଆଞ୍ଚଳିକ

ବାଣପୁର ବ୍ଲକ ପରିଦର୍ଶନ କଲେ ଆଇଟି ବିଭାଗର ଉପଦେଷ୍ଠା ଅନୁଭବ ପଟ୍ଟନାୟକ

November 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ବ୍ଲକ ପରିଦର୍ଶନ କଲେ ଆଇଟି ବିଭାଗର ଉପଦେଷ୍ଠା ଅନୁଭବ ପଟ୍ଟନାୟକ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଇଲେକ୍ଟ୍ରୋନିକସ ଏବଂ ଆଇଟି ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିଦର୍ଶନକୁ ଆସିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ବାଣପୁର ଅଞ୍ଚଳର ବିଭିନ୍ନ ମୋ ସେବା କେନ୍ଦ୍ର ଓ ୫ଟି ସ୍କୁଲ ଗୁଡିକ ପରିଦର୍ଶନ କରି ଉନ୍ନୟନ ସମୀକ୍ଷା କରିଛନ୍ତି।

ଶ୍ରୀ ପଟ୍ଟନାୟକ ଅପରାହ୍ନରେ ବଡହନ୍ତୁଆଡ଼ ସ୍ଥିତ ମୋ ସେବା କେନ୍ଦ୍ର ନିକଟରେ ପହଂଚିଥିବା ବେଳେ ତାଙ୍କୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବାଣପୁର ବ୍ଲକର ସମସ୍ତ ସେବାକେନ୍ଦ୍ରର ପ୍ରତିନିଧି ମାନେ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ସେଠାରେ ମୋ ସେବା କେନ୍ଦ୍ର ଦ୍ୱାରା ସାଧାରଣ ଲୋକ ପାଇବାକୁ ଥିବା ସେବା ଗୁଡିକ କିପରି ସୁବିଧାରେ ପାଉଛନ୍ତି ତାହା ପଚାରି ବୁଝିଥିଲେ ଶ୍ରୀ ପଟ୍ଟନାୟକ।

ଇଣ୍ଟରନେଟର ସୁବିଧା, ଆଧାର କାର୍ଡ଼, ରେସିଡେନ୍ସ ସାର୍ଟିଫିକେଟ,ଲିଗାଲ ହେଆର ସାର୍ଟିଫିକେଟ, ଡେଥ ସାର୍ଟିଫିକେଟ ପ୍ରଭୃତି ଆବେଦନ କରିବାର ସଠିକ ମୂଲ୍ୟ ପଚାରି ବୁଝିବା ସହ ରେଟଚାର୍ଟ ପ୍ରଦର୍ଶିତ ହୋଇଛି କି ନାହିଁ ତନଖି କରିଥିଲେ।

ସେଠାରୁ ଦାମିଆ ବରବରା ପଞ୍ଚାୟତ ସ୍ଥିତ ମୋ ସେବାକେନ୍ଦ୍ର ଏବଂ ବାଣପୁର ଏନଏସିଠାରେ ଥିବା ୫ଟି ସ୍କୁଲରେ ଆଇଟି ସମ୍ବନ୍ଧୀୟ ବିଭିନ୍ନ ସେବା ବାବଦରେ ତଦାରଖ କରିଥିଲେ।ଶ୍ରୀ ପଟ୍ଟନାୟକଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ଏବଂ ବିଇଓ ସନାତନ ଜାଲି ଉପସ୍ଥିତ ଥିଲେ।

ଅନୁଭବ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

୭୫ ବର୍ଷରେ ପ୍ରଥମ ଥର: ତୀରନ୍ଦାଜୀର ‘ରାଜା’ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ଵର୍ଣ୍ଣ ଜିତିଲା ଭାରତ

October 2, 2026

ଇତିହାସ ରଚିଲେ ଲଭଲିନା: ମେରୀ କମଙ୍କ ପରେ ଭାରତ ପାଇଁ ଜିତିଲେ ସ୍ଵର୍ଣ୍ଣ

October 2, 2026

ଦୁର୍ଗା ମୂର୍ତ୍ତି ନେଉଥିବା ପିକ୍ଅପ୍‌କୁ ଧକ୍କା ଦେଲା ଟ୍ରକ୍‌: ୭ ମୃତ, ୧୯ ଆହତ

October 2, 2026

ତାମିଲନାଡୁ ବାଇପୋଲ୍: ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ରାଜନୈତିକ ଚର୍ଚ୍ଚା

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.