Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକରେ ବିଜେଡିର ପ୍ରଶିକ୍ଷଣ ଶିବିର, ଯୋଗଦେଲେ ସୋଫିଆ ଏବଂ ଲୋରା
ଆଞ୍ଚଳିକ

ବାଣପୁର ବ୍ଲକରେ ବିଜେଡିର ପ୍ରଶିକ୍ଷଣ ଶିବିର, ଯୋଗଦେଲେ ସୋଫିଆ ଏବଂ ଲୋରା

November 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
BanpurBJD
ବାଣପୁର ବ୍ଲକରେ ବିଜେଡିର ପ୍ରଶିକ୍ଷଣ ଶିବିର, ଯୋଗଦେଲେ ସୋଫିଆ ଏବଂ ଲୋରା

ସୀତାରାମ ଅଗ୍ରୱାଲ

ବାଣପୁର: ବୁଧବାର ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକରେ ବିଜେଡିର ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ପଲଟଣ ପଡିଆ ସ୍ଥିତ କୃତିବାସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ପ୍ରଥମ ଦିନରେ ୧୪ ଏବଂ ୧୫ ନମ୍ବର ଜୋନର କର୍ମୀମାନେ ପ୍ରଶିକ୍ଷିତ ହୋଇଥିବା ବେଳେ ଆସନ୍ତା ଦୁଇଦିନରେ ଅନ୍ୟ ଜୋନ ଗୁଡିକର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷିତ କରାଯିବ।

ପୂର୍ବାହ୍ନରେ ୧୫ନମ୍ବରର ପ୍ରତ୍ୟେକ ୱାର୍ଡରୁ ଯୋଗ ଦେଇଥିବା ୪ଜଣ ଲେଖାଏଁ କର୍ମକର୍ତ୍ତାଙ୍କୁ ବିଜେଡି ମୁଖପାତ୍ର ସୋଫିଆ ଆଲାମ ଏବଂ ଲୋରା ମହାପାତ୍ର ପ୍ରଶିକ୍ଷଣ କରିଥିଲେ। ଉକ୍ତ ଶିବିରକୁ ଚିଲିକା ପର୍ଯ୍ୟବେକ୍ଷକ ରାଜା ଚକ୍ର ପରିଚାଳନା କରିଥିଲେ। ମୁଖ୍ୟତଃ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ହେଲେ ସରକାରଙ୍କ ଯୋଜନା ଗୁଡିକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ମୁଖ୍ୟ କାର୍ଯ୍ୟ ବୋଲି କୁହାଯାଇଥିଲା।

ପ୍ରଚାର ପ୍ରସାର ଦିଗରେ ଆମକୁ ସମସ୍ତେ କ୍ରିୟାଶୀଳ ହେବାକୁ ପଡିବ। ତେଣୁ ଶଙ୍ଖ ଆପ ଡାଉନଲୋଡ଼ କରି ଡିଜିଟାଲ ମୋଡ଼ରେ ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଥିଲା ଶିବିରର ମୂଳ ଲକ୍ଷ l l ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ପୁରୀ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଦାନ,ସରପଞ୍ଚ ପୁଷ୍ପମିିତ୍ର ଖୁଣ୍ଟିଆ, ମନୋଜ କୁମାର ପ୍ରଧାନ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିୟାର ସିଂ, କୁମାର ଜଗତବଲ୍ଲଭ ମହାରଥାଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ବିଜେଡି ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

January 11, 2026
Latest News

ପାଖାପାଖି ୨୦୦୦୦ରେ ପହଞ୍ଚିଲା ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା, ୫୦ କୋଟିରୁ ଅଧିକ ସଂଖ୍ୟକ କାରବାର

January 18, 2026

ପ୍ରୟାଗରାଜରେ ମୌନୀ ଅମାବାସ୍ୟା: ହେଲିକପ୍ଟର ହେଲା ପୁଷ୍ପ ବର୍ଷା

January 18, 2026

ବହୁ ବର୍ଷ ଧରି କ୍ଷତି ପରେ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକର ଲାଭ: ୨୭୦୦ କୋଟିର PAT ରେକର୍ଡ

January 18, 2026

ଇଣ୍ଡିଗୋ ବିମାନରେ ବୋମା ଧମକ, ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ

January 18, 2026

ଗ୍ରୀନଲ୍ୟାଣ୍ଡ ଉପରେ କ୍ରୋଧିତ ହୋଇ ୮ ଟି ଦେଶ ଉପରେ ଶୁଳ୍କ ଲଗାଇଲେ ଟ୍ରମ୍ଫ: ବଡ଼ ପଦକ୍ଷେପ ନେଲା EU

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.