Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଶିଷ୍ଟ ସମାଜସେବୀ ଡ଼ା କାଶିନାଥ ମିଶ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ଡ଼ା କାଶିନାଥ ମିଶ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା

November 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ଟ୍ରଷ୍ଟବୋର୍ଡ଼ର ପୂର୍ବତନ ସଭାପତି, ବିଶିଷ୍ଠ ଜନପ୍ରିୟ ହୋମିଓପ୍ୟାଥି ଡାକ୍ତର, ସମାଜ ସେବୀ କାଶିନାଥ ମିଶ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ସ୍ମୃତିସଭା ଜନ୍ମମାଟି ଭୀମପୁରସ୍ଥ ସାମନ୍ତରାପୁରର ଆରାଧ୍ୟ ଠାକୁର ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।

ଶିକ୍ଷାବିତ୍ ବିଭୂତି ଭୂଷଣ ନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ଡଃ ଚାନ୍ଦ କିଶୋର ତ୍ରିପାଠୀ, ଶିକ୍ଷାବିତ୍‌ ବାଳମୁକୁନ୍ଦ ଦାସ,ରାଜେନ୍ଦ୍ର ପ୍ରସାଦ ରଥ, ମଧୁସୂଦନ ନନ୍ଦ, ଗଣେଶ୍ଵର ମୁଦୁଲି, ନାରାୟଣ ମହାନ୍ତି, ରବୀନ୍ଦ୍ରକୁ ମାର ସାହୁ,ରାସବିହାରୀ ସାହୁ, ବୈରାଗୀ ଚରଣ ବେହେରା, ନନ୍ଦ କିଶୋର ବାରିକ, ଅଶୋକ ରାଉତ, ଅଶୋକ ନନ୍ଦ, ରାଜକିଶୋର ନନ୍ଦ, ପ୍ରଦୀପ ନନ୍ଦ ପ୍ରମୁଖ ସ୍ୱର୍ଗତ ମିଶ୍ରଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ନାମରେ ଭୀମପୁର ଠାରୁ ଐତିହାସିକ ପଲଟଣ ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତାଟିକୁ କାଶିନାଥ ମିଶ୍ର ମାର୍ଗନାମରେ ନାମକରଣ କରିବାକୁ ସ୍ଥିର କରାଗଲା। ପୁତ୍ର ଜୟନ୍ତ ମିଶ୍ର ସହଯୋଗ କରିଥିବାବେଳେ ସୂର୍ଯ୍ୟପ୍ରସାଦ ମିଶ୍ର ଧନ୍ୟବାଦାର୍ପଣ କରିଥିଲେ।

ଭୀମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Latest News

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ

July 22, 2026

ମହିଳା ସାଂସଦମାନଙ୍କୁ ଦୁର୍ବ୍ୟବହାର ମାମଲା: ସମଗ୍ର ମୌସୁମୀ ଅଧିବେଶନରୁ କଲ୍ୟାଣ ବାନାର୍ଜୀ ନିଲମ୍ବିତ

July 22, 2026

ସରକାରଙ୍କ ସହ ସିଜେପି ର ଆରମ୍ଭ ହେବ ଆଲୋଚନା?: ଏହି ସର୍ତ୍ତ ରଖିଲା କକ୍ରୋଚ୍ ଜନତା ପାର୍ଟି

July 22, 2026

ବ୍ରହ୍ମପୁରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ: ଏମକେସିଜି ରେ ଭର୍ତ୍ତି

July 22, 2026

“କ’ଣ ଆପଣମାନେ ଝିଅମାନଙ୍କ ପୋଷାକ ଚିରିବେ?”: ଲୋକସଭାରେ ପ୍ରଶ୍ନ କଲେ ଅଖିଳେଶ ଯାଦବ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.