Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରେଢ଼ାଖୋଲ ବ୍ଲକରେ “ବିଶ୍ଵ ଋତୁସ୍ରାବ ସ୍ବଚ୍ଛତା” ସଚେତନତା ଦିବସ ପାଳନ
ଆଞ୍ଚଳିକ

ରେଢ଼ାଖୋଲ ବ୍ଲକରେ “ବିଶ୍ଵ ଋତୁସ୍ରାବ ସ୍ବଚ୍ଛତା” ସଚେତନତା ଦିବସ ପାଳନ

May 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ୍ ର ବଡ଼ମାଳ ଗ୍ରାମ ପଞ୍ଚାୟତର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ବିଶ୍ଵ ଋତୁସ୍ରାବ ସ୍ବଚ୍ଛତା ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମହାଶକ୍ତି ଫାଉଣ୍ଡେସନର ବଡ଼ମାଳ ଗ୍ରାମ ପଞ୍ଚାୟତର କର୍ମୀ ଶୈଳବାଳା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା, ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ଆଲ୍ଲାଦିନୀ ଧଳ ଓ ଆଶା କର୍ମୀ ପ୍ରମୋଦିନୀ କ୍ଷେତୀ ଯୋଗ ଦେଇ କିଶୋରୀ ବାଳିକା ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପରିଚାଳନା ନିମନ୍ତେ ଆଦର୍ଶ ଦିନଚର୍ଯ୍ୟା, ସନ୍ତୁଳିତ ଆହାର, ସ୍ୱାସ୍ଥ୍ୟର ଯତ୍ନ, ସ୍ବଚ୍ଛତା, ସବୁଜ ପନିପରିବା ଓ ଆଇରନ ବଟିକାର ନିୟମିତ ସେବନ ଏବଂ ଋତୁସ୍ରାବ ସମୟରେ ପ୍ୟାଡ ର ବ୍ୟବହାର ନିମନ୍ତେ ମାର୍ଗଦର୍ଶନ କରିଥିଲେ।ଏହାପରେ ମହାଶକ୍ତି ଫାଉଣ୍ଡେସନର ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ବାରା କିଶୋରୀ ବାଳିକା ମାନଙ୍କୁ ପ୍ୟାଡ୍ ବିତରଣ କରାଯାଇଥିଲା।

ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

କାର ସହ ୧୮୬ କେଜି ଗଂଜେଇ ଜବତ: ମାଫିଆ ଫେରାର

July 19, 2026
Latest News

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026

NTAରେ ବଡ଼ଧରଣର ପରିବର୍ତ୍ତନ: ୪୭ ଅଧିକାରୀ ବହିସ୍କୃତ

July 24, 2026

ସୁନାବେଶ ଓ ଅଧରପଣା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ

July 24, 2026

ହାର ମାନିଲେ ସରକାର?: ରାତି ୮ ଟାରେ NTA ସମ୍ପର୍କରେ ବଡ଼ ଘୋଷଣା ସମ୍ଭବ

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.