Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମଦ୍ୟ ପାନ କରି ଗାଡି ଚଳାଇବା ମହଙ୍ଗା ପଡିଲା: ଓଲଟିଲା ପେଟ୍ରୋଲ କଣ୍ଟେନର
ଆଞ୍ଚଳିକ

ମଦ୍ୟ ପାନ କରି ଗାଡି ଚଳାଇବା ମହଙ୍ଗା ପଡିଲା: ଓଲଟିଲା ପେଟ୍ରୋଲ କଣ୍ଟେନର

June 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା/ନିରାକରପୁର: ମଦ୍ୟ ପାନ କରି ଗାଦି ଚଳାଇବା ଚାଳକଙ୍କୁ ମହଙ୍ଗା ପଡିଛି। ଯାହା ଫଳରେ ଭରସାମ୍ୟ ହରାଇ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବଡ଼ ପୋଖରୀଆ ଛକ ନିକଟରେ ପେଟ୍ରୋଲ କଣ୍ଟେନର ଓଲଟି ପଡିଛି। ଚାଳକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚିଛି।

ମଙ୍ଗଳବାର ମଧ୍ୟାହ୍ନରେ ବାଲୁଗାଁରୁ ପେଟ୍ରୋଲ ଖାଲି କରି ଗୋଟିଏ ପେଟ୍ରୋଲ କଣ୍ଟେନର ପାରାଦ୍ୱୀପ ଅଭିମୁଖେ ଯାଉଥିଲା। କଣ୍ଟେନର ଚାଳକ ଜଣକ ଅତ୍ୟଧିକ ମଦ୍ୟପନ କରିଥିବାରୁ ଗାଡି ଉପରୁ ସେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବଡ଼ ପୋଖରିଆ ଛକରେ କଣ୍ଟେନର ଟି ରାସ୍ତା କଡ଼ରେ ଥିବା ଆମ୍ବ ଦୋକାନକୁ ଧକ୍କା ଦେଇଥିଲା। ରାସ୍ତା କଡ଼କୁ କଣ୍ଟେନର ଟି ଓଲଟି ପଡ଼ିଥିଲା।

ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଟ୍ରକ ଚାଳକଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଏପଟେ କଣ୍ଟେନର ଧକ୍କାରେ ଆମ୍ବ ଦୋକାନ କଡ଼ରେ ଥିବା ଏକ ଅଟୋ ରିକ୍ସା ଭାଙ୍ଗି ରୁଜି ଚୂରମାର ହୋଇଛି। ପୋଲିସ ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛି।

ଖୋର୍ଦ୍ଧା ନିରାକରପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରବି ଫସଲ ପାଇଁ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ

December 30, 2025

ରଣପୁର: ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

December 27, 2025

ମନ୍ଦାକିନୀ ନୋଡାଲ ଇଉପିଏସ ସ୍କୁଲରେ ବାର୍ଷିକ ଉତ୍ସବ

December 23, 2025

ଖୋର୍ଦ୍ଧାରେ ସୁଶାସନ ଅଭ୍ୟାସ ଉପରେ କର୍ମଶାଳା

December 23, 2025
Latest News

‘ପୁଲୱାମା ଆକ୍ରମଣ ବିଜେପି ର ଷଡଯନ୍ତ୍ର ଥିଲା’: ସପା ସାଂସଦଙ୍କ ବିବାଦୀୟ ବୟାନ

December 31, 2025

ନିବେଶକମାନଙ୍କ ପାଇଁ ଖୁସି: ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଇସ୍ପାତ କମ୍ପାନୀର ସେୟାରରେ ବଡ ବୃଦ୍ଧି

December 31, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ

December 31, 2025

ଫିକା ପଡିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟରେ କେତେ ହ୍ରାସ?

December 31, 2025

ମୋଦୀଙ୍କ ଏହି ବୟାନରେ ଜେଲେନସ୍କି କ୍ଷୁବ୍ଧ: ଜାଣନ୍ତୁ କ’ଣ କହିଲେ ୟୁକ୍ରେନୀୟ ରାଷ୍ଟ୍ରପତି?

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.