Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ନିକଟସ୍ଥ ଚାଷଙ୍ଗରାରେ ପାଳିତ ହେଲା ସ୍ନାନପୂର୍ଣ୍ଣିମା, ପରିବେଶିତ ହେଲା ନାଟକ ଆଖି ଅବୁଝାକୁ ଲୁହ ଅବୁଝା
ଆଞ୍ଚଳିକ

ବାଲୁଗାଁ ନିକଟସ୍ଥ ଚାଷଙ୍ଗରାରେ ପାଳିତ ହେଲା ସ୍ନାନପୂର୍ଣ୍ଣିମା, ପରିବେଶିତ ହେଲା ନାଟକ ଆଖି ଅବୁଝାକୁ ଲୁହ ଅବୁଝା

June 23, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
patitapaban
ବାଲୁଗାଁ ନିକଟସ୍ଥ ଚାଷଙ୍ଗରାରେ ପାଳିତ ହେଲା ସ୍ନାନପୂର୍ଣ୍ଣିମା, ପରିବେଶିତ ହେଲା ନାଟକ ଆଖି ଅବୁଝାକୁ ଲୁହ ଅବୁଝା

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ଦେବସ୍ନାନ ପୂର୍ଣ୍ଣିମା। ସେଠାରେ ପ୍ରାଚୀନ କାଳରୁ ସ୍ଥାପିତ ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ପିଠରେ ପ୍ରଭୃ ସୁବାଶିତ ଜଳରେ ସ୍ନାନ କରିଥିଲେ। ପ୍ରବଳ ବର୍ଷା ସତ୍ବେ ଭକ୍ତମାନେ ଏକାଠି ହୋଇ ପ୍ରଭୃ ପତିତପାବନଙ୍କ ସ୍ନାନ ନିତିକୁ ନିର୍ଦ୍ଧାରିତ ସମୟରେ ଶେଷ କରିଥିଲେ।

ତେବେ ଚାଷଙ୍ଗରାର ପତିତପାବନ ଦେବଙ୍କ ସ୍ନାନ ଯାତ୍ରାର ପ୍ରମୁଖ ଆକର୍ଷଣ ରହିଛି ମୁଆଁ ପୂଜା। ଏହିଦିନ ପ୍ରଭୃଙ୍କ ସ୍ନାନ ପରେ ବିଭିନ୍ନ ପ୍ରକାରର ମୁଆଁ ପୂଜା କରାଯିବାର ପରଂପରା ରହିଛି। ସେଥିପାଇଁ ଗ୍ରାମର ସମସ୍ତ ଭକ୍ତମାନେ ବିଭିନ୍ନ ସୁଗନ୍ଧିତ ମୁଆଁ ତିଆରି କରି ଭୋଗ କରାଇଥାନ୍ତି।

ଏଥସହିତ ଦିନ ତମାମ ବିଭିନ୍ନ ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପତିତପାବନ ନାଟ୍ୟ ସଂସଦ ତରଫରୁ ପରିବେଷଣ କରାଯାଇଥିଲା ନାଟକ “ଆଖି ଅବୁଝାକୁ ଲୁହ ଅବୁଝା”।

RathYatra2024 ଚାଷଙ୍ଗରା ଚାଷଙ୍ଗରା ଗ୍ରାମ ଦେବସ୍ନାନ ପୂର୍ଣ୍ଣିମା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

ପୋଲିସ ହେପାଜତରେ ଆଶୁତୋଷ ରାଙ୍କା: ଆସାମ ସରକାରଙ୍କୁ ଚେତାବନୀ ଦେଲେ ଅଭିଜିତ

September 27, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୋମବାର ପାଳନ ହେବ ‘ଅଣ-ବୈଠକ ଦିବସ’

September 27, 2026

“ଶୀଘ୍ର ଦୁନିଆ ଛାଡ଼ିବା ପାଇଁ କାମନା କରୁଛି”: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କ ଉପରେ କବୀରଙ୍କ ବିବାଦୀୟ ବୟାନ

September 27, 2026

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ପରେ ରେଳ ସେବା: ବାତିଲ ରହିବ ଏହି ସବୁ ଟ୍ରେନ

September 27, 2026

ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସରେ ଜିଲ୍ଲାସ୍ତରୀୟ ପ୍ରୋମୋ ମାରାଥନ ଅନୁଷ୍ଠିତ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.