Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଚାର୍ଯ୍ୟ ବିହାର ମହିଳା ସମିତି ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ
ଆଞ୍ଚଳିକ

ଆଚାର୍ଯ୍ୟ ବିହାର ମହିଳା ସମିତି ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

July 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଚାର୍ଯ୍ୟ ବିହାର ମହିଳା ସମିତି ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଚାର୍ଯ୍ୟ ବିହାର ମହିଳା ସମିତି ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ରାଜନେତା ଜଗନ୍ନାଥ ପ୍ରଧାନ, ସମାଜସେବୀ ବିବେକାନନ୍ଦ ବାରିକ, ଆମ୍ଲେଶ ଦାସ, ଶିଶିର ମହାପାତ୍ର, ଜଗା ବେହେରା, କୃଷ୍ଣଚନ୍ଦ୍ର ପୃଷ୍ଟି, ଆଚାର୍ଯ୍ୟ ବିହାର ମହିଳା ସମିତିର ସଭାପତି ପୁଜାରିଣୀ ମହାନ୍ତି, ଉପସଭାପତି ରୀତା ମହାନ୍ତି, ସମ୍ପାଦିକା ବବିତା ମହାନ୍ତି, ସୁକାନ୍ତ ବାରିକ, ଲିଙ୍ଗା ମାଝୀ, ଅମରେଶ ସାମନ୍ତ, ଝୁମର ସ୍ୱାଇଁ ଓ ଅନ୍ୟ ବରିଷ୍ଠ ସଦସ୍ୟମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଜଗନ୍ନାଥ ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି

October 26, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026
Latest News

ସିପିଗ୍ରାମ୍ସ ଜରିଆରେ ଓଡ଼ିଶାର ଦୁଇଟି ଜନଅଭିଯୋଗର ସମାଧାନ

October 26, 2026

ଜୟପୁର-ଟାଟାନଗର-ସାନ୍ତ୍ରାଗାଛି ଏକ୍ସପ୍ରେସ୍‌ର ଶୁଭାରମ୍ଭ

October 26, 2026

ନିର୍ବାଚନ ଆୟୋଗର ବଡ଼ କାର୍ଯ୍ୟାନୁଷ୍ଠାନ: ୬ ବଡ଼ ଅଧିକାରୀ ନିଲମ୍ବିତ

October 26, 2026

ବିଏସଏନଏଲ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଘାଟିତ

October 26, 2026

କେସି ଭେଣୁଗୋପାଲଙ୍କ ଘୋଷଣା : ନଭେମ୍ବର ୪ରେ ସଙ୍ଗରୁର ଗସ୍ତ କରିବେ ରାହୁଲ ଗାନ୍ଧୀ

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.