Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟର ରୋଭର ଓ ରେଞ୍ଜର୍ସଙ୍କ ବୈଷ୍ଣୋ ଦେବୀ ଓ ପ୍ରକୃତି ପର୍ଯ୍ୟବେକ୍ଷଣ ଭ୍ରମଣ
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ରୋଭର ଓ ରେଞ୍ଜର୍ସଙ୍କ ବୈଷ୍ଣୋ ଦେବୀ ଓ ପ୍ରକୃତି ପର୍ଯ୍ୟବେକ୍ଷଣ ଭ୍ରମଣ

September 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟର ୫ ଜଣ ରେଞ୍ଜର ଓ ୩ ଜଣ ରୋଭର, ରେଞ୍ଜର ଲିଡର ଉତ୍କଳିକା ପାଢୀଙ୍କ ନେତୃତ୍ୱରେ ପ୍ରକୃତି ପର୍ଯ୍ୟବେକ୍ଷଣ କ୍ୟାମ୍ପକୁ ବୈଷ୍ଣୋ ଦେବୀ ଯାଇ ଅଗଷ୍ଟ ୨୮ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭ୍ରମଣ କରି ଫେରିଛନ୍ତି। ଏହି କ୍ୟାମ୍ପରେ ରୋଭର ତୁଷାରକାନ୍ତ ମଲିକ, ସଂଗ୍ରାମ କେଶରୀ ପ୍ରଧାନ, ଆକାଶ ବେହେରା ଏବଂ ରେଞ୍ଜର ଚିନ୍ମୟୀ ମିଶ୍ର, ସ୍ମୃତି ରାଣୀ ସ୍ୱାଇଁ, ସର୍ମିଷ୍ଠା ପ୍ରିୟଦର୍ଶୀନୀ ସ୍ଵାଇଁ, ଇତିଶ୍ରୀ ପ୍ରଧାନ, ସ୍ନେହମୟୀ ଲେଙ୍କା ଭ୍ରମଣରେ ଯାଇ ଚିତ୍ତାକର୍ଷକ ସାଂସ୍କୃତିକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି କୃତିତ୍ୱ ହାସଲ କରିଛନ୍ତି।

ଜମ୍ମୁର କଟରାରେ ପହଞ୍ଚି ମା’ ବୈଷ୍ଣୋ ଦେବୀ ମନ୍ଦିରକୁ ପଦରେ ଯାତ୍ରା କରି ଫେରିଛନ୍ତି।  ବିଭିନ୍ନ ପ୍ରକୃତି ଦର୍ଶନ କାର୍ଯ୍ୟକ୍ରମରେ ଭାଗ ନେଇ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି। ସେମାନେ ପୁରୁଷୋତ୍ତମ ଏକ୍ସପ୍ରେସ୍ ରେ ସେପ୍ଟେମ୍ବର ୪ ତାରିଖରେ ଆସି ବାଲୁଗାଁ ରେଳ ଷ୍ଟେସନରେ ପହଞ୍ଚିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ରୋଭର ଲିଡର ଆଦିତ୍ୟ ସାରଥୀ ବେଦମତ୍ତା କ୍ୟାମ୍ପରୁ ଫେରିଥିବା ରେଞ୍ଜର, ରୋଭର ଓ ରେଞ୍ଜର ଲିଡରଙ୍କୁ କୃତଜ୍ଞତା ଜ୍ଞାପନ କରି ମାନପତ୍ର ପ୍ରଦାନ କରିଛନ୍ତି।

ଗୋଦାବରୀଶ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.