Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ଦୋଳମୁଣ୍ଡାଇ ଗ୍ରାମରେ ଶ୍ରୀମଦ ଭାଗବତ କଥା ମହୋତ୍ସବ ଉଦଯାପିତ
ଆଞ୍ଚଳିକ

ବାଣପୁରର ଦୋଳମୁଣ୍ଡାଇ ଗ୍ରାମରେ ଶ୍ରୀମଦ ଭାଗବତ କଥା ମହୋତ୍ସବ ଉଦଯାପିତ

October 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଦୋଳମୁଣ୍ଡାଇ ଗ୍ରାମରେ ଗତ ରବିବାର ଠାରୁ ସାତଦିନ ବ୍ୟାପି ଚାଲିଥିବା ଭାଗବତ କଥା ମହୋତ୍ସବ ଶନିବାର ଉଦଯାପିତ ହୋଇଯାଇଛି। ଉକ୍ତ ମହୋତ୍ସବରେ ଭୁବନେଶ୍ୱର ଇସ୍କନ ପୀଠର ବ୍ରହ୍ମଚାରୀ ଶ୍ରୀପାଦ ଅକ୍ଷୟ ହରି ଦାଶ ପ୍ରତ୍ୟେହ ଯୋଗଦେଇ ଶ୍ରଦ୍ଧାଳୁ ମାନଙ୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ଏବଂ ଭାଗବତ ପ୍ରବଚନ ଦେଇଥିଲେ।

ଭାଗବତ ପ୍ରବଚନ କାର୍ଯ୍ୟକ୍ରମରେ ହଜାର ହାଜର ଦୀକ୍ଷା ଗ୍ରହଣ କରିଥିବା ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁକୃପା ଲାଭ କରିଥିଲେ।

ଉଦଯାପନୀ ଉତ୍ସବରେ ଶ୍ରୀପାଦ ଦାଶ ଶ୍ରଦ୍ଧାଳୁ ମାନଙ୍କୁ କଳି ଯୁଗରେ ମାନବ ଜାତି ମୋକ୍ଷ ପ୍ରାପ୍ତି ହେବା ନେଇ ମାର୍ଗ ଦର୍ଶନ କରିଥିଲେ। ପ୍ରତ୍ୟେହ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅଞ୍ଚଳର ବଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ୱାରା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ଉକ୍ତ ଉତ୍ସବକୁ ଗ୍ରାମର ଦୀକ୍ଷାଦି ରବୀନ୍ଦ୍ର ପ୍ରଧାନ, ଉଲ୍ଲାସ ପ୍ରଧାନ, ଆଲୋକ ପ୍ରଧାନଙ୍କ ସହ ସମ୍ପୂର୍ଣ୍ଣ ଦୋଳମୁଣ୍ଡାଇ ଗ୍ରାମବାସୀ ସହଯୋଗ କରିଥିବା ଜଣାପଡିଛି।

ନନ୍ଦପୁର ପଞ୍ଚାୟତ ବାଣପୁର ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆନ୍ତଃ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ବାଳିକା ଖୋ-ଖୋ ପ୍ରତିଯୋଗିତା

December 1, 2025

ବାଣପୁରରେ ମହିଳା ହିଂସା ବିରୋଧୀ ଅଭିଯାନ ନେଇ ସଚେତନା କାର୍ଯ୍ୟକ୍ରମ

November 30, 2025

ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ପାଳିତ

November 26, 2025

ଖୋଲିଲା ମା’ ଭଗବତୀଙ୍କ ଭିତରହୁଣ୍ଡି: ଜାଣନ୍ତୁ କେତେ ସଂଗ୍ରହ ହେଲା ଦାନ ରାଶି?

November 26, 2025
Latest News

Rashifal: ଆଜି ଡିସେମ୍ବର 5 ତାରିଖ ଶୁକ୍ରବାରରେ ଏହି ତିନୋଟ ରାଶିର ଭାଗ୍ୟ ଚମକିବ

December 5, 2025

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Putin Arrives in New Delhi: ପହଞ୍ଚିଲେ ଋଷର ରାଷ୍ଟ୍ରପତି ପୁଟିନ, ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

December 4, 2025

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.