Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କର୍ମବୀର ବୃନ୍ଦାବନ ନାୟକଙ୍କ ଜୟନ୍ତୀ ଅବସରରେ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଞ୍ଚଳିକ

କର୍ମବୀର ବୃନ୍ଦାବନ ନାୟକଙ୍କ ଜୟନ୍ତୀ ଅବସରରେ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

November 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଲ୍ ପାଟଣା ରୋଡ୍ ସ୍ଥିତ ଶ୍ରୀ ବିଜୁପଟ୍ଟନାୟକ ସଂସ୍କୃତ ଭବନରେ ସାନ ଆଣ୍ଡ ନୀଲ ଫାଉଣ୍ଡେସନ ବ୍ରହ୍ମପୁର ଏବଂ ଶଙ୍କର ଚକ୍ଷୁ ହସ୍ପିଟାଲ ହିଞ୍ଜିଲିକଟୁ ସହଯୋଗରେ ଏକ ବୃହତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ମାଗଣା ଚକ୍ଷୁ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଡକ୍ଟର ଭଗବାନ୍ ଗନ୍ତାୟତ, ଅଧ୍ୟକ୍ଷ ଏସଏମଇଟି ଶିକ୍ଷାନୁଷ୍ଠାନ ତଥା ସାନ ଆଣ୍ଡ ନୀଲ ଫାଉଣ୍ଡେସନ ସଭାପତି ପି. ଧର୍ମା ରାଓ, ଡ. କେ କିଶାନ କୁମାର ସାହୁ ଜ୍ୟୋତି ପ୍ରଜ୍ୱଳନ କରି ଶିବିର ଆରମ୍ଭ କରିଥିଲେ।

ସମ୍ପାଦକ ପି ଦୀନେଶ କୁମାର, ଉପ ସଭାପତି ଚିତ୍ତୀ ବାବୁ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସମେତ କସ୍ତୁରବା ନର୍ସିଂ କଲେଜର ଛାତ୍ର ଓ ଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ୭୫ ଜଣଙ୍କ ଚକ୍ଷୁ ପରୀକ୍ଷା, ୨୧ ଜଣଙ୍କ ଇ ସିଂ ଜି ପରୀକ୍ଷା, ଫିଜିଓଥେରାପି ପରୀକ୍ଷା ୩୫ ଜଣଙ୍କ,ରକ୍ତ ଶର୍କରା ଏବଂ ରକ୍ତଚାପ ପରୀକ୍ଷା ୯୫ ଜଣଙ୍କ ମାଗଣାରେ ପୋରୀକ୍ଷା କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବହୁ ଅଭିଜ୍ଞ ଡାକ୍ତର ବିଶେଷଜ୍ଞ ସ୍ବାସ୍ଥ୍ୟ ସେବା କର୍ମଚାରୀ ଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା।

ବ୍ରହ୍ମପୁର ସ୍ବାସ୍ଥ୍ୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

ମିଳିମିଳା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

March 17, 2026

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ଓଡ଼ିଶା ପାଇଁ ରେଳବାଇ ସମ୍ପର୍କରେ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରଶ୍ନ: ଉତ୍ତର ଦେଲେ ରେଳମନ୍ତ୍ରୀ

March 27, 2026

ପୁଣି ଥରେ ରୁଷଠାରୁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ କିଣିବ ଭାରତ: ଅନୁମୋଦନ କଲା DAC

March 27, 2026

ତିନି ଦିନ ମଧ୍ୟରେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭାକୁ ବୋମା ଧମକ

March 27, 2026

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.