Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେଟ୍ରୋଲରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ୍: କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗାଡ଼ି ମାଲିକଙ୍କୁ କ୍ଷତି ଆଶଙ୍କା
ଆଜିର ଖବର

ପେଟ୍ରୋଲରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ୍: କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗାଡ଼ି ମାଲିକଙ୍କୁ କ୍ଷତି ଆଶଙ୍କା

November 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପେଟ୍ରୋଲରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ୍: କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗାଡ଼ି ମାଲିକଙ୍କୁ କ୍ଷତି ଆଶଙ୍କା
ପେଟ୍ରୋଲରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ୍: କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗାଡ଼ି ମାଲିକଙ୍କୁ କ୍ଷତି ଆଶଙ୍କା

ନୂଆଦିଲ୍ଲୀ: ଯଦି ଆପଣ ପେଟ୍ରୋଲ୍ ଗାଡ଼ି ବ୍ୟବହାର କରୁଛନ୍ତି, ତେବେ ଏ ଖବର ଆପଣଙ୍କ କାମର। କର୍ଣ୍ଣାଟକରେ ପେଟ୍ରୋଲ୍ ଯାଞ୍ଚରେ ଇଥାନଲ୍ ମାତ୍ରା ନିର୍ଦ୍ଧାରିତ ସୀମାଠୁ ବହୁତ ଅଧିକ ମିଳିଛି। ଗୋଟିଏ ନମୁନାରେ ୩୧.୨% ଇଥାନଲ୍ ମିଳିଥିବା ବେଳେ ଇ-୨୦ ପେଟ୍ରୋଲରେ ଏହା ୨୦% ରହିବା କଥା।

କର୍ଣ୍ଣାଟକ ସରକାର ରାଜ୍ୟର ୭ଟି ଜିଲ୍ଲା – ବେଙ୍ଗାଲୁରୁ, କୋଲାର, ଚିକ୍କବଲ୍ଲାପୁର, ବେଙ୍ଗାଲୁରୁ ଗ୍ରାମୀଣ, ରାମନଗର, ମଙ୍ଗାଲୁରୁ ଓ ତୁମକୁରୁରୁ ପେଟ୍ରୋଲର ୧୪ଟି ନମୁନା ସଂଗ୍ରହ କରିଥିଲେ। ଖାଦ୍ୟ, ନାଗରିକ ଯୋଗାଣ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରିଜ୍‌ୱାନ୍ ଅର୍‌ଶଦ୍‌ଙ୍କ ନିର୍ଦ୍ଦେଶରେ ବେଙ୍ଗାଲୁରୁର NABL ମାନ୍ୟତାପ୍ରାପ୍ତ ଓ ISO ପ୍ରମାଣିତ ଶ୍ରୀରାମ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏହାର ଯାଞ୍ଚ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ୧୪ଟି ମଧ୍ୟରୁ ୧୧ଟି ନମୁନାରେ ଇଥାନଲ୍ ମାତ୍ରା ୨୦% ରୁ ଅଧିକ ମିଳିଛି।

ଅନ୍ୟପକ୍ଷରେ ୩ଟି ନମୁନାରେ ମାତ୍ରା ୨୦% ରୁ କମ୍ ଥିଲା – BPCL ୧୯.୯%, MRPL ୧୯.୨% ଓ ସେଲ୍ ୧୩.୫%।

ଗାଡ଼ିକୁ କେମିତି କ୍ଷତି?

ରାଜ୍ୟ ସରକାରଙ୍କ ଆଶଙ୍କା, ଇ-୨୦ ଠୁ ଅଧିକ ଇଥାନଲ୍ ଥିବା ପେଟ୍ରୋଲ୍ ବ୍ୟବହାର କଲେ ଗାଡ଼ିର ମାଇଲେଜ୍ କମିଯିବ। ଏହା ସହ ଫ୍ୟୁଏଲ୍ ପମ୍ପ, ଇଞ୍ଜେକ୍ଟର, ଫିଲ୍ଟର, ହୋଜ୍ ଓ ସିଲ୍ ଭଳି ଜରୁରୀ ପାର୍ଟସ୍ ଖରାପ ହୋଇପାରେ।

ଏହା ପରେ କର୍ଣ୍ଣାଟକ ସରକାର ତେଲ କମ୍ପାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଗାଡ଼ି ମାଲିକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ସରକାରଙ୍କ ଅଭିଯୋଗ, ପେଟ୍ରୋଲ୍ ପମ୍ପରେ ଇ-୨୦ ନାଁରେ ଅଧିକ ଇଥାନଲ୍ ମିଶା ପେଟ୍ରୋଲ୍ ବିକ୍ରି କରାଯାଉଛି।

BPCL ConsumerRights E20Petrol Ethanol FuelQuality HPCL Iocl karnataka Mileage NayaraEnergy petrol Shell VehicleDamage
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ କାଳୀ ମେଢ଼ ଭସାଣି ପାଇଁ ଆସନ୍ତା ୧୧ରୁ ଗାଡ଼ି ଚଳାଚଳ କଟକଣା କଡ଼ାକଡ଼ି

November 6, 2026

ଯାତ୍ରୀ ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

November 6, 2026

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆଇଟିଆଇ ଅଧ୍ୟକ୍ଷ

November 6, 2026

କର୍ମଭୂମି ଏକ୍ସପ୍ରେସରେ ଲାଗିଲା ନିଆଁ: ଜଳିଗଲା ୪ ବଗି, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

November 6, 2026
Latest News

କଟକରେ କାଳୀ ମେଢ଼ ଭସାଣି ପାଇଁ ଆସନ୍ତା ୧୧ରୁ ଗାଡ଼ି ଚଳାଚଳ କଟକଣା କଡ଼ାକଡ଼ି

November 6, 2026

ପେଟ୍ରୋଲରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ୍: କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗାଡ଼ି ମାଲିକଙ୍କୁ କ୍ଷତି ଆଶଙ୍କା

November 6, 2026

ଯାତ୍ରୀ ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

November 6, 2026

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

November 6, 2026

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆଇଟିଆଇ ଅଧ୍ୟକ୍ଷ

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.