ଆଜିର ଖବର ପେଟ୍ରୋଲରେ ନିର୍ଦ୍ଧାରିତ ସୀମାଠୁ ଅଧିକ ଇଥାନଲ୍: କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଗାଡ଼ି ମାଲିକଙ୍କୁ କ୍ଷତି ଆଶଙ୍କା ନୂଆଦିଲ୍ଲୀ: ଯଦି ଆପଣ ପେଟ୍ରୋଲ୍ ଗାଡ଼ି ବ୍ୟବହାର କରୁଛନ୍ତି, ତେବେ ଏ ଖବର ଆପଣଙ୍କ କାମର। କର୍ଣ୍ଣାଟକରେ ପେଟ୍ରୋଲ୍ ଯାଞ୍ଚରେ ଇଥାନଲ୍ ମାତ୍ରା ନିର୍ଦ୍ଧାରିତ ସୀମାଠୁ ବହୁତ…