Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଐତିହାସିକ ବଙ୍କାଡ଼ଗଡ଼ ଓ ବାଣପୁର ଐତିହ୍ୟ ପୁସ୍ତକ ପାଠ୍ୟାର୍ପଣ
ଆଞ୍ଚଳିକ

ଐତିହାସିକ ବଙ୍କାଡ଼ଗଡ଼ ଓ ବାଣପୁର ଐତିହ୍ୟ ପୁସ୍ତକ ପାଠ୍ୟାର୍ପଣ

December 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ସ୍ଥାନୀୟ ପରିଡ଼ା ପାଠାଗାର ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ସଭାଗୃହରେ, ଖୋର୍ଦ୍ଧା ଭାଷା ସୁରକ୍ଷା ସମ୍ମିଳନୀ ଆନୁକୁଲ୍ୟରେ ଐତିହାସିକ ଓ ଗବେଷକ ମଦନ ମୋହନ ମହାପାତ୍ରଙ୍କ ପ୍ରଣୀତ ଶିଳାଲେଖ ଓ ତାମ୍ରପଟ୍ଟାରେ ଐତିହାସିକ ବଙ୍କାଡ଼ଗଡ଼ ଓ ବାଣପୁର ଐତିହ୍ୟ ପୁସ୍ତକ ପାଠ୍ୟାର୍ପଣ।

ଶ୍ରୀ ଦକ୍ଷେଶ୍ୱର-ଭଗବତୀନ୍ୟାସ ପରିଷଦର ପ୍ରାକ୍ତନ ସଭାପତି ଲଳିତମୋହନ ପଟ୍ଟନାୟକଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଆମ ଭାଷା ସୁରକ୍ଷା ସମ୍ମିଳନୀ ର ସଭାପତି ଐତିହାସିକ ସତ୍ୟବାଦୀ ବଳିୟାରସିଂ ବହିଟିକୁ ସମୀକ୍ଷା କରିଥିଲେ। ସେ କହିଲେ , ପ୍ରାମାଣିକ ତଥ୍ୟ, ଶିଳାଲେଖ ଓ ତାମ୍ର ଶାସନ ଆଧାରରେ ପ୍ରାଚୀନ କଙ୍ଗୋଦ ମଣ୍ତଳ ବଙ୍କାଡ଼ଗଡ଼ର ଶୈଳୋଭବ ଶାସନର ଐତିହ୍ୟ ଓଡ଼ିଶା ଇତିହାସ, ଓଡ଼ିଆ ଭାଷା ଓ ସଂସ୍କୃତିର ଜୀବନ୍ତ ଦର୍ପଣ ଅଟେ। ପ୍ରଭୁ ଦକ୍ଷେଶ୍ୱର-ଭଗବତୀ ଓ ବୀରଜାଇ ସଂସ୍କୃତି ଓ ପରମ୍ପରା ଅନନ୍ୟ ଅଟେ।

ଲେଖକ ଶ୍ରୀ ମହାପାତ୍ରଙ୍କ ସମେତ ନାଟ୍ୟକାର ଜିତେନ୍ଦ୍ର ପଟ୍ଟନାୟକ, କବି ରଙ୍କନାଥ ସେଠୀ, ସାହିତ୍ୟିକ ପୁରୁଷୋତ୍ତମ ମହାପାତ୍ର, ବାଲୁଗାଁ ମହାବଦ୍ୟାଳୟର ଅଧ୍ୟକ୍ଷ, ଡ଼ଃ. ଲକ୍ଷ୍ମୀଧର ସୁବୁଦ୍ଧି ପ୍ରମୁଖ ମାଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ କବି ଗୋପୀନାଥ ଦାଶ ଓ ସାମ୍ବାଦିକ ଦିଗମ୍ବର ବିଶ୍ଵାଳ ସଂଯୋଜନା କରିଥିଲେ। ଅଞ୍ଚଳର ବହୁ ବୁଦ୍ଧଜୀବି ଓ ଲେଖକ ଯୋଗ ଦେଇଥିଲେ।

ଶେଷରେ ପାଠାଗାରର ଅଧିକ୍ଷକ ଗୋଲକ ବିହାରୀ ପରିଡ଼ା ଧନ୍ୟବାଦ ଦେଇଥିଲେ।

ପରିଡା ପାଠାଗାର ବଙ୍କାଡ଼ଗଡ଼ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Latest News

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅତିରିକ୍ତ ଡିସିପିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଡିଜିପି

April 4, 2026

କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

April 4, 2026

ଆମେରିକୀୟ ବାୟୁସେନାକୁ ବଡ଼ ଝଟକା!: A-10 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କଲା ଇରାନ 

April 4, 2026

IPL ରେ ‘ମହାନ ରେକର୍ଡ’ ସ୍ଥାପନ କଲା CSK: ପଛରେ ପଡିଲା RCB

April 4, 2026

ନୂତନ ଚିକିତ୍ସା ପଦ୍ଧତି ଅନ୍ୱେଷଣ ଲାଗି ଆଇଏଲଏସ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.