Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଐତିହାସିକ ବଙ୍କାଡ଼ଗଡ଼ ଓ ବାଣପୁର ଐତିହ୍ୟ ପୁସ୍ତକ ପାଠ୍ୟାର୍ପଣ
ଆଞ୍ଚଳିକ

ଐତିହାସିକ ବଙ୍କାଡ଼ଗଡ଼ ଓ ବାଣପୁର ଐତିହ୍ୟ ପୁସ୍ତକ ପାଠ୍ୟାର୍ପଣ

December 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ସ୍ଥାନୀୟ ପରିଡ଼ା ପାଠାଗାର ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ସଭାଗୃହରେ, ଖୋର୍ଦ୍ଧା ଭାଷା ସୁରକ୍ଷା ସମ୍ମିଳନୀ ଆନୁକୁଲ୍ୟରେ ଐତିହାସିକ ଓ ଗବେଷକ ମଦନ ମୋହନ ମହାପାତ୍ରଙ୍କ ପ୍ରଣୀତ ଶିଳାଲେଖ ଓ ତାମ୍ରପଟ୍ଟାରେ ଐତିହାସିକ ବଙ୍କାଡ଼ଗଡ଼ ଓ ବାଣପୁର ଐତିହ୍ୟ ପୁସ୍ତକ ପାଠ୍ୟାର୍ପଣ।

ଶ୍ରୀ ଦକ୍ଷେଶ୍ୱର-ଭଗବତୀନ୍ୟାସ ପରିଷଦର ପ୍ରାକ୍ତନ ସଭାପତି ଲଳିତମୋହନ ପଟ୍ଟନାୟକଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଆମ ଭାଷା ସୁରକ୍ଷା ସମ୍ମିଳନୀ ର ସଭାପତି ଐତିହାସିକ ସତ୍ୟବାଦୀ ବଳିୟାରସିଂ ବହିଟିକୁ ସମୀକ୍ଷା କରିଥିଲେ। ସେ କହିଲେ , ପ୍ରାମାଣିକ ତଥ୍ୟ, ଶିଳାଲେଖ ଓ ତାମ୍ର ଶାସନ ଆଧାରରେ ପ୍ରାଚୀନ କଙ୍ଗୋଦ ମଣ୍ତଳ ବଙ୍କାଡ଼ଗଡ଼ର ଶୈଳୋଭବ ଶାସନର ଐତିହ୍ୟ ଓଡ଼ିଶା ଇତିହାସ, ଓଡ଼ିଆ ଭାଷା ଓ ସଂସ୍କୃତିର ଜୀବନ୍ତ ଦର୍ପଣ ଅଟେ। ପ୍ରଭୁ ଦକ୍ଷେଶ୍ୱର-ଭଗବତୀ ଓ ବୀରଜାଇ ସଂସ୍କୃତି ଓ ପରମ୍ପରା ଅନନ୍ୟ ଅଟେ।

ଲେଖକ ଶ୍ରୀ ମହାପାତ୍ରଙ୍କ ସମେତ ନାଟ୍ୟକାର ଜିତେନ୍ଦ୍ର ପଟ୍ଟନାୟକ, କବି ରଙ୍କନାଥ ସେଠୀ, ସାହିତ୍ୟିକ ପୁରୁଷୋତ୍ତମ ମହାପାତ୍ର, ବାଲୁଗାଁ ମହାବଦ୍ୟାଳୟର ଅଧ୍ୟକ୍ଷ, ଡ଼ଃ. ଲକ୍ଷ୍ମୀଧର ସୁବୁଦ୍ଧି ପ୍ରମୁଖ ମାଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ କବି ଗୋପୀନାଥ ଦାଶ ଓ ସାମ୍ବାଦିକ ଦିଗମ୍ବର ବିଶ୍ଵାଳ ସଂଯୋଜନା କରିଥିଲେ। ଅଞ୍ଚଳର ବହୁ ବୁଦ୍ଧଜୀବି ଓ ଲେଖକ ଯୋଗ ଦେଇଥିଲେ।

ଶେଷରେ ପାଠାଗାରର ଅଧିକ୍ଷକ ଗୋଲକ ବିହାରୀ ପରିଡ଼ା ଧନ୍ୟବାଦ ଦେଇଥିଲେ।

ପରିଡା ପାଠାଗାର ବଙ୍କାଡ଼ଗଡ଼ ବାଣପୁର ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ଉତ୍ସବ

July 25, 2025

ନରସିଂହପୁର କ୍ଲଷ୍ଟରରେ ସାପ କାମୁଡା ପ୍ରତିରୋଧ ଓ ସଚେତନତା କାର୍ଯ୍ୟକ୍ରମ

July 25, 2025

ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

July 24, 2025

ବାଣପୁର: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି ଓ ସାମାଜିକ ସମୀକ୍ଷା 

July 24, 2025
Latest News

ଭିଜିଲାନ୍ସ ପଞ୍ଝାରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ: ୩୦ ହଜାର ଲାଞ୍ଚ ନେବା ବେଳେ ହେଲେ ଗିରଫ

July 25, 2025

Odisha TEX 2025: ହିଣ୍ଡାଲକୋ ଓଡିଶାରେ ନିବେଶ କରିବ 200 କୋଟି ଟଙ୍କା, ଏମଓୟୁ ସ୍ଵାକ୍ଷରିତ

July 25, 2025

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ

July 25, 2025

ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ଉପକୃତ ହେବ ଓଡ଼ିଶା

July 25, 2025

ଗୋଦାବରୀଶ ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ଉତ୍ସବ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.