Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚ଼ିଲିକାରେ ବିଭିନ୍ନ ରାସ୍ତା ନିର୍ମାଣ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ
ଆଞ୍ଚଳିକ

ଚ଼ିଲିକାରେ ବିଭିନ୍ନ ରାସ୍ତା ନିର୍ମାଣ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

February 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚ଼ିଲିକା: ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ରେ ଚ଼ାଲୁଥିବା ବିଭିନ୍ନ ରାସ୍ତା ନିର୍ମାଣ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା ବୈଠକରେ‌ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ପ୍ରକଳ୍ପ ଗୁଡ଼ିକ ବିଷୟରେ ମୁଖ୍ୟଯନ୍ତ୍ରୀ (ରାସ୍ତା) ବଶିଷ୍ଠ ପଟ୍ଟନାୟକ, ଖୋର୍ଦ୍ଧା ଆରଆଣ୍ଡବି ବିଭାଜନର ମୁଖ୍ୟ ଯନ୍ତ୍ରୀ ଶିବଲାଲ୍ ସାହୁଙ୍କ ସହ ଅନ୍ୟ ଅଧିକାରୀ ମାନଙ୍କ ସହ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ।

ଉକ୍ତ ବୈଠକରେ ଏନଏଚ-୫ ଠାରୁ ବାଲୁଗାଁ ବାଇପାସ୍ ରୋଡ଼ ର ଉନ୍ନତିକରଣ,ବାଣପୁର ଠାରୁ ଆୟତପୁର ରୋଡ଼ର ପ୍ରଶସ୍ତିକରଣ ଓ ଉନ୍ନତିକରଣ,ବାଲୁଗାଁ ରୋଡ଼ ଠାରୁ ପ୍ରତାପ ରୋଡ଼ର ପ୍ରଶସ୍ତିକରଣ ଓ ଉନ୍ନତିକରଣ, ଏନଏଚ-୧୬ ରୁ କାଳୁପଡ଼ାଘାଟ ରାସ୍ତାର‌ ପ୍ରଶସ୍ତିକରଣ, ମା’ ଭଗବତୀ ମନ୍ଦିରର ରାସ୍ତାର ଉନ୍ନତିକରଣ, ଶ୍ରୀ ଚ଼ଣ୍ଡେଶ୍ବର ମନ୍ଦିରର ଉନ୍ନତିକରଣ ବିଷୟରେ ଆଲୋଚ଼ନା କରିଥିଲେ।

ଆବଶ୍ୟକ ଗୁଣବତ୍ତା ବଜାୟ ରଖି କାର୍ଯ୍ୟର‌ ଅଗ୍ରଗତିକୁ ତ୍ବରାନ୍ବିତ କରିବା ଏବଂ ସମସ୍ତ ପ୍ରକଳ୍ପ ଗୁଡିକୁ ଠିକ୍ ସମୟରେ ସମାପ୍ତ କରିବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ‌ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ନିର୍ଦ୍ଦେଶ ଦେଇଥିଲେ।

ଚିଲିକା ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଲୀଳାକ୍ଷେତ୍ରକୁ ଗଲା ମା’ ଭଗବତୀଙ୍କ ଆଜ୍ଞାମାଳ, ତିନିଦିନ ହେବ ଶ୍ରୀଜଗନ୍ନାଥ ମହୋତ୍ସବ

December 12, 2025

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ମାନବାଧିକାର ଦିବସ ପାଳନ

December 11, 2025

ଚିଲିକାରେ ଅବକାରୀ ବିଭାଗର ଚଢାଉ: ୫୧୭ ଲିଟର ମହୁଲି ଜବତ, ୩ ଗିରଫ

December 10, 2025

ଚିଲିକା: ବଡକୁଳ ଗ୍ରାମ ପଞ୍ଚାୟତ ପରିସରରେ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

December 8, 2025
Latest News

ପୁଣି ଥରେ କ୍ରିକେଟ୍ ରେ ଦାଗ: ‘ମ୍ୟାଚ୍ ଫିକ୍ସିଂ’ ଅଭିଯୋଗରେ ଚାରି ଭାରତୀୟ ଖେଳାଳି ତୁରନ୍ତ ନିଲମ୍ବିତ

December 13, 2025

ଶୀତଦିନେ ବଢିଯାଏ ହୃଦଘାତର ବିପଦ, ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

December 13, 2025

୨୦୨୫-୨୬ରେ ୧,୧୬,୪୭୦ କୋଟିରେ ପହଞ୍ଚିଲା ରେଳ ନିରାପତ୍ତା ବଜେଟ

December 13, 2025

ଓମ୍ଫେଡ୍ କୁ ମିଳିଲା ଟ୍ରଷ୍ଟ ବ୍ରାଣ୍ଡ ଅଫ୍ ଦି ଓଡିଶା ଆଓ୍ୱାର୍ଡ

December 13, 2025

ଚାଣକ୍ୟ ନୀତି: ମୃତ୍ୟୁସମ ଜୀବନ ବିତାଇଥାନ୍ତି ଏହି ପାଞ୍ଚ ପ୍ରକାରର ଲୋକ

December 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.