Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଏକତା ପରିଷଦ ଟ୍ରଷ୍ଟ ସଂଗଠନ ପକ୍ଷରୁ ବିଶ୍ୱ ମହିଳାଦିବସ ପାଳିତ
ଆଞ୍ଚଳିକ

ବାଣପୁର: ଏକତା ପରିଷଦ ଟ୍ରଷ୍ଟ ସଂଗଠନ ପକ୍ଷରୁ ବିଶ୍ୱ ମହିଳାଦିବସ ପାଳିତ

March 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଏକତା ପରିଷଦ ଟ୍ରଷ୍ଟ ସଂଗଠନ ପକ୍ଷରୁ ବରବରା ଗ୍ରାମପଞ୍ଚାୟତର ଲୋଧଭୂଇଁ ଠାରେ ବିଶ୍ୱ ମହିଳାଦିବସ ପାଳନ କରାଯାଇଛି। ଦୁଇ ପଂଚାୟତର ଏକ ଶହରୁ ଉର୍ଦ୍ଧ୍ଵ ମହିଳା ମୁଖିଆ, ଅଙ୍ଗନବାଡି କର୍ମୀ ଓ କିଶୋରୀ ବାଳିକା ମାନେ ଯୋଗ ଦେଇଥିଲେ। ଏକତା ପରିଷଦ ଟ୍ରଷ୍ଟର ମୁଖ୍ୟ ସନ୍ଧ୍ୟା ଦେବୀ ସଭାପତିତ୍ୱ କରିଥିଲେ। ମାଳତି ଯାନୀ ସଭା ପରିଚାଳନା କରିଥିଲେ।

ମହିଳା ଦିବସରେ ଆଦିବାସୀ ମହିଳାଙ୍କ ସଶକ୍ତି କରଣ, ଶିକ୍ଷା ଓ ବିକାଶ ନେଇ ବିଭିନ୍ନ ସରକାରୀ ଯୋଜନାକୁ କିପରି ସଠିକ ପାଇପାରିବେ ଓ ମହିଳା ସୁରକ୍ଷା ନେଇ ବିଭିନ୍ନ ଆଇନକୁ ଜାଣିବେ ସେସମ୍ପର୍କରେ ଚର୍ଚ୍ଚା ହେବା ସହ କନ୍ୟା ଶିଶୁଙ୍କ ଶିକ୍ଷା ବିକାଶ ପାଇଁ କାମ କରିବାକୁ ସ୍ଥିର କରାଯାଇଥିଲା। ପ୍ରାକୃତିକ ପରିବେଶ ଦିନକୁଦିନ ଅଧିକ ଆସନ୍ତୁଳନ ହେଉଥିବାରୁ ମା ମାନେ ଏକାଠି ହୋଇ ପାଖ ଜଙ୍ଗଲକୁ ସୁରକ୍ଷିତ କରିବାକୁ ମଧ୍ୟ ସ୍ଥିର କରାଗଲା।

ଏକତା ପରିଷଦ ଟ୍ରଷ୍ଟ ପକ୍ଷରୁ ମା ମାନଙ୍କ ଅଧିକାର ଓ ସୁରକ୍ଷା ନେଇ ବିଭିନ୍ନ ଆଇନ ସଚେତନତା କରା ଯାଇଥିଲା। ବିଶେଷକରି ଏ ବର୍ଷ ମହିଳାଦିବସର ଅନୁଚିନ୍ତା ମା ମାନଙ୍କ ବିକାଶ, ଓ ଅଧିକାର ସୁରକ୍ଷା ପାଇଁ କାମ କରିବାକୁ ନିଷ୍ପତି କରାଯାଇଥିଲା। ଏଥିରେ ଟ୍ରଷ୍ଟ ର କର୍ମୀ ଟୁନିଦାସ, ସନ୍ଧ୍ୟା ରାଣୀ ବେହେରା, ଆରତୀ ନାୟକ, ଟିଟୁ ରାଉତ, ରାମେଶ୍ୱର ସାହୁ ଆଦି ସହଯୋଗ କରିଥିଲେ।

ଏକତା ପରିଷଦ ଟ୍ରଷ୍ଟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

ଲଞ୍ଚ ହେଲା ନୂତନ ଭାରତୀୟ EV ବାଇକ୍: ଗୋଟିଏ ଚାର୍ଜରେ ଚାଲିବ 260 କିମି, ଜାଣନ୍ତୁ ମୂଲ୍ୟ

July 28, 2026

ପ୍ରିୟଙ୍କା ଗାନ୍ଧୀଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା: କ୍ଷମା ଦାବି କଲେ କିରେନ ରିଜିଜୁ

July 28, 2026

ହଠାତ୍ ଇସ୍ତଫା ଦେଲେ ଭାରତୀୟ ପ୍ରଶିକ୍ଷକ!: KKR ରେ ପୁଣି ଦେବେ ଯୋଗ

July 28, 2026

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.