Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ
ଆଞ୍ଚଳିକ

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ବଜାର ଚିଆଙ୍କ ସାହି ଛକରେ ଥିବା ଏକ ମେଡ଼ିସିନ ଦୋକାନରେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମେଡ଼ିସିନ ଜଳିପୋଡ଼ି ପାଉଁଶ ହୋଇଯାଇଛି l
ବାଣପୁର ବଜାର ଚିଆଙ୍କ ସାହି ଛକରେ ଥିବା ଏକ ମେଡ଼ିସିନ ଦୋକାନରେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମେଡ଼ିସିନ ଜଳିପୋଡ଼ି ପାଉଁଶ ହୋଇଯାଇଛି l

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାର ଚିଆଙ୍କ ସାହି ଛକରେ ଥିବା ଏକ ମେଡ଼ିସିନ ଦୋକାନରେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମେଡ଼ିସିନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ମୁତାବକ ବାଣପୁର ବ୍ଲକ ବରଡ଼ି ଗ୍ରାମର ଶ୍ରୀଧର ପଟ୍ଟନାୟକ ଦୀର୍ଘ ବର୍ଷ ହେଲା ବାଣପୁର ବଜାର ଚିଆଙ୍କ ସାହି ଛକରେ ‘ମାମାଲି ଆଣ୍ଡ ଗୁଡୁଲୀ’ ନାମକ ଏକ ମେଡ଼ିସିନ ଷ୍ଟୋର କରିଛନ୍ତି। ତେବେ ଅଚାନକ ଗତକାଲି ବିଳମ୍ବିତ ରାତ୍ରିରେ ଉକ୍ତ ମେଡ଼ିସିନ ଷ୍ଟୋରରେ ସଟସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ମେଡ଼ିସିନ ଷ୍ଟୋର ମାଲିକ ଶ୍ରୀ ପଟ୍ଟନାୟକ ଦୋକାନ ଆସି ଦେଖିଲା ବେଳକୁ ସମସ୍ତ ମେଡ଼ିସିନ ଏବଂ ଅନ୍ୟ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା। ପାଖାପାଖି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।

ଉକ୍ତ ଅଗ୍ନିକାଣ୍ଡ ଦ୍ୱାରା ଶ୍ରୀଧରଙ୍କ ଅପୂରଣୀୟ କ୍ଷତି ହୋଇଥିବା ବେଳେ ସେ ଦୁଃଖରେ ଭାଂଗିପଡିଛନ୍ତି। ତେବେ ମା’ ଭଗବତୀ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ର ସଭାପତି ପ୍ରଶାନ୍ତ ପଣ୍ଡା ଏବଂ ଅନ୍ୟ ସଭ୍ୟ ମାନେ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧରଙ୍କୁ ସମବେଦନା ଜଣାଇବା ସହ ତାଙ୍କୁ ସହଯୋଗ କରିବା ପାଇଁ ଖୋର୍ଦ୍ଧା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ କୁ ଚିଠି ଲେଖିଥିବା ଜଣାପଡିଛି।

ଅଗ୍ନିକାଣ୍ଡ ଔଷଧ ଦୋକାନ ଚିଆଙ୍କ ସାହି ଛକ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟମ ରାଜ୍ୟ ମହସଭା ପାଇଁ ପ୍ରସ୍ତୁତି ବୈଠକ

September 14, 2025

ବାଣପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 13, 2025

ଚିଲିକା- ବାଲୁଗାଁ ରୋଟାରୀ କ୍ଲବ୍ ର ୧୦ମ ଅଧିଷ୍ଠାନ ଦିବସ ସମାରୋହ

September 13, 2025

ବାଣପୁରରେ ଅବକାରୀ ଓ ପୋଲିସର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ଜବତ

September 13, 2025
Latest News

ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

September 15, 2025

ଆସାମରେ ପ୍ରାୟ ୬୫୦୦ କୋଟିର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

September 15, 2025

ଶ୍ରୀକ୍ଷେତ୍ରର ବିଭିନ୍ନ ଶକ୍ତିପୀଠରେ ଷୋଳପୂଜା ଆରମ୍ଭ

September 15, 2025

ଶାରଦୀୟ ପର୍ବର ଶୁଭେଚ୍ଛା ଜଣାଇବା ସହ ପୂର୍ତ୍ତ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମା’ ଭଗବତୀଙ୍କ ସେବାୟତ

September 15, 2025

ରାଶିଫଳ: ସେପ୍ଟେମ୍ବର ୧୫ ତାରିଖ ସୋମବାରରେ ସାତୋଟି ରାଶି ପାଇଁ ରହିଛି ଖୁସି ଖବର

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.