Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ସଫଳ ହେଲା ‘ଆସ ସ୍କୁଲ ଯିବା’ କାର୍ଯକ୍ରମ
ଆଞ୍ଚଳିକ

ବାଣପୁରରେ ସଫଳ ହେଲା ‘ଆସ ସ୍କୁଲ ଯିବା’ କାର୍ଯକ୍ରମ

August 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁରରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ
'Come to school' program successful in Banpur

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନମିକା ରାୟଙ୍କ ଆଦେଶ କ୍ରମେ ବାଣପୁର ଗୋଷ୍ଟୀ ଶିକ୍ଷା ଅଧିକାରୀ ସନାତନ ଜାଲ୍ଲିଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ CRCC ମାନଙ୍କ ବଳିଷ୍ଠ ଉଦ୍ୟମରେ ୧୭ଟି ପଞ୍ଚାୟତର ଅଧୀନରେ ଥିବା ୧୫୭ଟି ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହାୟତାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ସଫଳ ହୋଇଛି। ଏଥିରେ ବିଭିନ୍ନ ବର୍ଗର ତଥା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ ଏବଂ ଆଦୌ ପାଠ ପଢି ନ ଥିବା ଛାତ୍ରଛତ୍ରୀମାନଙ୍କୁ ୬ ରୁ୧୪ ବର୍ଷ ନିମନ୍ତେ ପୁନଃ ବିଦ୍ୟାଳୟକୁ ଫେରାଇ ନାମ ଲେଖାଯାଇଛି ଏବଂ ୧୪ ରୁ ୧୮ ବର୍ଷ ମଧ୍ୟରେ ପାଠ ଛାଡିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁକ୍ତ ବିଦ୍ୟାଳୟ, ଧନ୍ଦା ମୂଳକ ଶିକ୍ଷାଠାରୁ ଆରମ୍ଭ କରି ITI ଓ ଡିପ୍ଲୋମା କାର୍ଯକ୍ରମରେ ନାମ ଲେଖାଯାଇଛି।

ବର୍ତ୍ତମାନ ବାଣପୁର ବ୍ଲକରେ ଏହି କାର୍ଯକ୍ରମ ତ୍ୱରାନ୍ୱିତ ହୋଇ ସମସ୍ତ ଅଧାରୁ ପାଠ ଛାଡିଥିବା ଛାତ୍ରଛତ୍ରୀମାନଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ  ବୋଲି ସନାତନ ଜାଲ୍ଲି କହିଛନ୍ତି।

'ଆସ ସ୍କୁଲ ଯିବା' କାର୍ଯକ୍ରମ banpur Sanatan jally Sonamika ray ବାଣପୁର ସୋନମିକା ରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଧୂମଧାମରେ ଗଣେଶ ପୂଜା ପାଳିତ

August 28, 2025

ବାଣପୁର ଏନଏସିରେ ଆରଟିଆଇରେ ମିଳୁନି ତଥ୍ୟ, ଭିଜିଲାନ୍ସ ତଦନ୍ତ ଓ ସ୍ୱତନ୍ତ୍ର ଅଡିଟ ଦାବି

August 28, 2025

ବାଲୁଗାଁ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତାଲିମ କାର୍ଯ୍ୟକ୍ରମ

August 26, 2025

ବାଣପୁର ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ଶିବିର

August 26, 2025
Latest News

ଉତ୍କଳ ଆଲୁମିନା ସିଏସଆର, ଗ୍ରାମବାସୀଙ୍କ ଜୀବନଶୈଳୀରେ ଆଣିଲା ପରିବର୍ତ୍ତନ

August 28, 2025

ନୂଆ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ର ଅଡିଓ ରିଲିଜ୍, ଏହି ଦିନ ୱାର୍ଲଡ ଟିଭି ପ୍ରିମିୟର

August 28, 2025

ଲଞ୍ଚ୍ ହେଲା ନୂତନ ଇଲେକ୍ଟ୍ରିକ୍ ସ୍କୁଟର TVS Orbiter, ଜାଣନ୍ତୁ ମୂଲ୍ୟ କେତେ?

August 28, 2025

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଧୂମଧାମରେ ଗଣେଶ ପୂଜା ପାଳିତ

August 28, 2025

ସମ୍ବଲପୁରରେ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.