Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅଷ୍ଟମ ରାଜ୍ୟ ମହସଭା ପାଇଁ ପ୍ରସ୍ତୁତି ବୈଠକ
ଆଞ୍ଚଳିକ

ଅଷ୍ଟମ ରାଜ୍ୟ ମହସଭା ପାଇଁ ପ୍ରସ୍ତୁତି ବୈଠକ

September 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା: ଆଜି ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ମହସଭା ନଈରୀ ରାଜ୍ୟରେ କରିବା ପାଇଁ ନଈରୀ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜ ତରଫରୁ ନଈରୀ ଗ୍ରାମର ବଡସାହି ସ୍ଥିତ ଶ୍ରୀ ରାଧାମୋହନ ମନ୍ଦିର ପ୍ରାଙ୍ଗଣରେ ପୁନର୍ବାର ଅପରାହ୍ନ ୧ ଘ ସମୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆଜିର ସଭାରେ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ରାଜ୍ୟରେ ଅଷ୍ଟମ ରାଜ୍ୟ ମହାସଭା କରିବା ପାଇଁ ନଈରୀ ରାଜ୍ୟର ସମସ୍ତ ସାହିର ଗ୍ରାମୀଣ ଓ ମେମ୍ବରମାନେ ବୈଠକରେ ଉପସ୍ଥିତ ଥିଲେ।

ଉକ୍ତ ସଭାରେ ନଈରୀ ରାଜ୍ୟ ସଧାରଣ ସମ୍ପାଦକ ଦିଲ୍ଲୀପ କୁମାର ସାହୁ, ଉପସଭାପତି ବିଭୁପ୍ରସାଦ ମହାପାତ୍ର, ସହସମ୍ପାଦକ ଭିକାରୀ ଚରଣ ସାହୁ, ଉପଦେଷ୍ଟା ପ୍ରଦୀପ କୁମାର ମହାପାତ୍ର, ଗ୍ରାମୀନ ଲକ୍ଷ୍ମୀଧର ଦାସ, ପ୍ରଦୀପ କୁମାର ସୁବୁଦ୍ଧି, ଯୋଗେନ୍ଦ୍ର ସାହୁ, ସୁବାସ ସାହୁ,ବଳଭଦ୍ର ବେହେରା, ଶିବପ୍ରସାଦ ସାହୁ, ଶଶିକାନ୍ତ ସାହୁ, ପ୍ରିୟରଂଜନ ସାହୁ, ସମୀକ୍ଷକ ଧନଞୟ ସାହୁ, ଡ. ସଞୟ ମହାପାତ୍ରର ଏବଂ ପ୍ରତ୍ୟେକ ସାହି ମେମ୍ବର ମାନେ ନଈରୀ ରାଜ୍ୟରେ ସାତ ବର୍ଷ ପରେ ହେଉଥିବାରୁ ସୁଚାରରୂପେ କରିବା ପାଇଁ ନିଷ୍ପତି ନେଇଥିଲେ।

ବୈଠକର ଆଲୋଚନା ଅଷ୍ଟମ ରାଜ୍ଯ ତୈଳିକ ବୈଶ୍ୟ ସାଧବ ସମାଜର ସଭାପତି ରଘୁନାଥ ସାହୁ ଙ୍କ ଅବଗତି ଓ ବିହିତ କାର୍ଯ୍ୟନୁଷ୍ଠାନ ନିମନ୍ତେ ଜଣାଇବା ପାଇଁ ରାଜ୍ୟ ସଧାରଣ ସମ୍ପାଦକ ଦିଲ୍ଲୀପ କୁମାର ସାହୁଙ୍କୁ ଦାୟିତ୍ବ ଦିଆଯାଇ ଥିଲା।

ସଭାପତି ପ୍ରଶାନ୍ତ କୁମାର ସାହୁଙ୍କୁ ଧନ୍ୟବାଦ ଦେଇ ସମସ୍ତଙ୍କୁ ପ୍ରସାଦ ସେବନ ପାଇଁ ଆମନ୍ତ୍ରଣ କରାଯାଇଥିଲା।

ନଈରୀ ପ୍ରସ୍ତୁତି ବୈଠକ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜ ରାଜ୍ୟ ମହସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ଲକ ସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

March 20, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026
Latest News

IPL ପରେ ତୁରନ୍ତ ଟିମ୍ ଇଣ୍ଡିଆ ଖେଳିବ ନୂତନ ସିରିଜ୍: ଆକ୍ସନରେ ଆସିବେ ରୋହିତ ଏବଂ ବିରାଟ

March 21, 2026

ଜୀ-ସାର୍ଥକରେ ମହା ଡବଲ୍ ପ୍ରିମିୟର୍: ଆସନ୍ତାକାଲି ଦେଖନ୍ତୁ ନାରୀ ସଂଘର୍ଷର ଅପୂର୍ବ କାହାଣୀ ‘ଦୁର୍ଗା’

March 21, 2026

ଆମେରିକାର ୟୁ-ଟର୍ଣ୍ଣ: ଏଥର ଇରାନରୁ ତେଲ କିଣିପାରିବ ଭାରତ

March 21, 2026

‘ଫର୍ସା ୱାଲେ ବାବା’ ଙ୍କୁ ହତ୍ୟା ଅଭିଯୋଗ: ଗୋ ଚାଲାଣ ଗାଡ଼ିକୁ କରୁଥିଲେ ପିଛା

March 21, 2026

ଆଜି ରାତିରେ ୭.୭ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ନେଇ ମାଙ୍ଗାଲୋରରେ ପହଞ୍ଚିବ ଋଷୀୟ ଜାହାଜ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.