Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ପୋଷ୍ଟ ମ୍ୟାନ୍ ଝିଅ
ଆଞ୍ଚଳିକ

ଚିଲିକା: ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ପୋଷ୍ଟ ମ୍ୟାନ୍ ଝିଅ

October 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚିଲିକା ସାନ ନଇରୀ
ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ପୋଷ୍ଟ ମ୍ୟାନ୍ ଝିଅ

ଚିଲିକା: ସିପ୍ସା ରାଣୀ ବେହେରା ବିନା କୋଚିଙ୍ଗ୍ ରେ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ଗୋୖରବ ଅର୍ଜ୍ଜନ କରିପାରିଛନ୍ତି। ପିତା ଗନ୍ଧର୍ବ ବେହେରା ଜଣେ ପୋଷ୍ଟମ୍ୟାନ୍। ମାତା ଉଷାରାଣୀ ବେହେରା ଜଣେ ସୁଗୃହିଣୀ। ଦୁଇଟି ଝିଅ ମଧ୍ୟରୁ ସିପ୍ସାରାଣୀ ହେଉଛନ୍ତି ସାନଝିଅ। ଖୋର୍ଦ୍ଧା ଜିଲ୍ଲାର ସାନ ନଇରୀ ଗ୍ରାମର ବାସିନ୍ଦା।

ପିଲାଟି ଦିନରୁ ସ୍ବଅଧ୍ୟବସାୟ ବଳରେ ପଞ୍ଚମ ଓ ସପ୍ତମ ଶ୍ରେଣୀରେ ବୃତ୍ତି ପାଇଛନ୍ତି। ଯୁକ୍ତ ଦୁଇରେ NMMS ପାଇଛନ୍ତି। ସେ ସରକାରୀ ବିଦ୍ୟାଳୟରେ ଶିକ୍ଷା ଅଧ୍ୟୟନ କରୁଥିଲେ। ଯୁକ୍ତ ଦୁଇ ନାଚୁଣୀ ମହାବିଦ୍ୟାଳୟରେ, ଯୁକ୍ତ ତିନି ପ୍ରାଣନାଥ ମହାବିଦ୍ୟାଳୟ ଓ ସ୍ନାତକୋତ୍ତର ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି। ତାଙ୍କର ଏ କୃତିତ୍ୱ ଅନ୍ୟମାନଙ୍କୁ ପ୍ରେରଣା ଦେବ।

ଓଡିଶା ପ୍ରଶାସନିକ ସେବା ଗନ୍ଧର୍ବ ବେହେରା ଚିଲିକା ପୋଷ୍ଟ ମ୍ୟାନ୍ ଝିଅ ସିପ୍ସା ରାଣୀ ବେହେରା
Share. Facebook Twitter LinkedIn Email WhatsApp Copy Link

Related Posts

ମା’ କାଳିଜାଇଙ୍କ ପୀଠରୁ ପହଞ୍ଚିଲା ନିମନ୍ତ୍ରଣ, ଭଉଣୀଙ୍କ ମକର ମେଳାକୁ ଯିବ ମା’ଭଗବତୀଙ୍କ ଆଜ୍ଞାମାଳ

January 13, 2026

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026
Latest News

ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଏକ ଶ୍ଲୋକ ଲେଖିଲେ ପ୍ରଧାନମନ୍ତ୍ରୀ

January 14, 2026

ମକର ସଂକ୍ରାନ୍ତି ଅବସରରେ ହରିଦ୍ୱାରରେ ଜମିଲା ଭିଡ଼: ବୁଡ଼ ପକାଇଲେ ଶ୍ରଦ୍ଧାଳୁ

January 14, 2026

ବାୟୁସେନାର ବଢିବ ଶକ୍ତି: ଭାରତରେ ନିର୍ମିତ ହେବ ୧୧୪ଟି ରାଫେଲ ଯୁଦ୍ଧ ବିମାନ

January 14, 2026

ଡିଏଭି ପୋଖରୀପୁଟରେ ବ୍ୟାସକବିଙ୍କ ଜୟନ୍ତୀ ପାଳିତ

January 14, 2026

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ୍ ରିପୋର୍ଟ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.