Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ରୋଭର ରେଞ୍ଜରଙ୍କ କୋଶରଡା ଗ୍ରାମରେ ବସ୍ତ୍ର ବଣ୍ଟନ
ଆଞ୍ଚଳିକ

ବାଣପୁର: ରୋଭର ରେଞ୍ଜରଙ୍କ କୋଶରଡା ଗ୍ରାମରେ ବସ୍ତ୍ର ବଣ୍ଟନ

November 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର: ରୋଭର ରେଞ୍ଜରଙ୍କ କୋଶରଡା ଗ୍ରାମରେ ବସ୍ତ୍ର ବଣ୍ଟନ
ବାଣପୁର: ରୋଭର ରେଞ୍ଜରଙ୍କ କୋଶରଡା ଗ୍ରାମରେ ବସ୍ତ୍ର ବଣ୍ଟନ

ବାଣପୁର: ରବିବାର ସକାଳ ୯ ଘଟିକା ସମୟରେ ଗୋଦାବରିଶ ମହାବିଦ୍ୟାଳୟର ପ୍ରାୟ ୪୦ ରୁ ଉର୍ଦ୍ଧ୍ଵ ରୋଭର ରେଞ୍ଜର କୋଶରଡା ଗ୍ରାମକୁ ଯାଇ ଅନେକ ପୋଷାକ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମର ଛୋଟ ଛୁଆ ମାନଙ୍କୁ ଖେଳକୁଦ, ପ୍ରାର୍ଥନା ଗୀତ, ଶାରୀରିକ ଶିକ୍ଷା, ବ୍ୟାମର ଉପକାରିତା ବିଷୟରେ ସଚେତନତା କରାଇଥିଲେ। ଏହାପରେ ଗ୍ରାମର ଉଭୟ ସ୍ତ୍ରୀ ଏବଂ ପୁରୁଷ ମାନଙ୍କୁ ଡାକି ପ୍ରାୟ ଏକ ମାସ ଧରି ସଂଗ୍ରହ କରିଥିବା ବସ୍ତ୍ର ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ପୂର୍ବତନ ଅଧ୍ୟକ୍ଷ ବିନାୟକ ହୋତା, ରୋଭର ଲିଡର ଆଦିତ୍ୟ ସାରଥି ବେଦମାତା, ରେଞ୍ଜର ଲିଡର ଉତ୍କଳିକା ପାଢୀ, ପୁରାତନ ଛାତ୍ର ଦିବ୍ୟରଞ୍ଜନ ପଟ୍ଟଯୋଷୀ ଇତ୍ୟାଦି ଯୋଗଦେଇ ଗ୍ରାମବାସୀ ମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଉପଦେଶ ଦେଇଥିଲେ।

ରୋଭର ରେଞ୍ଜର ମାନଙ୍କ ମଧ୍ୟରେ ରେଞ୍ଜର ମେଟ୍ ଶର୍ମିଷ୍ଠା ପ୍ରିୟଦର୍ଶିନୀ ସ୍ଵାଇଁ, ରେଞ୍ଜର ସ୍ମୃତି ରାଣୀ ସ୍ଵାଇଁ, ଇତିଶ୍ରୀ ସାସମଲ, ସ୍ଵପ୍ନାରାଣୀ ମହାପାତ୍ର, ଆଦ୍ୟାଶା ପଣ୍ଡା, ଇପ୍ସିତା ପ୍ରଧାନ, ଲକ୍ଷ୍ମୀପ୍ରିୟା ସେନାପତି, ବିଷ୍ନୁପ୍ରିୟା ସାସମଲ, ସୋନାଲି ରାଉଳ, ପ୍ରଜ୍ଞା ନିହାରିକା, ରୋଭର ମେଟ୍ ତୁଷାରକାନ୍ତ ମଲ୍ଲିକ, ରୋଭର ସ୍ଵୟମ ସଙ୍କର ଶୁପାରକର, ଆକାଶ ରଣା, କୁନା ପ୍ରଧାନ, ରୁଦ୍ର ନାରାୟଣ ନାୟକ, ସୁମନ ଜେନା, ଶକ୍ତି ରଞ୍ଜନ ବେହେରା ଆଦି ଯୋଗ ଦେଇଥିଲେ।

କୋଶରଡା ଗ୍ରାମ ବସ୍ତ୍ର ବଣ୍ଟନ ବାଣପୁର ରୋଭର ରେଞ୍ଜର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ମନ୍ଦିର କାର୍ଯ୍ୟାଳୟରୁ ଚୋରୀ, ମହାପ୍ରଭୃଙ୍କ ସମସ୍ତ ଅଳଙ୍କାର ଟଙ୍କା ଲୁଟି ନେଇ ଚୋର ଫେରାର

December 5, 2025

ବାଣପୁରରେ ଆନ୍ତଃ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ବାଳିକା ଖୋ-ଖୋ ପ୍ରତିଯୋଗିତା

December 1, 2025

ବାଣପୁରରେ ମହିଳା ହିଂସା ବିରୋଧୀ ଅଭିଯାନ ନେଇ ସଚେତନା କାର୍ଯ୍ୟକ୍ରମ

November 30, 2025

ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ପାଳିତ

November 26, 2025
Latest News

Odisha Book Fair: ଆରମ୍ଭ ହେଲା ରାଜ୍ୟ ପୁସ୍ତକ ମେଳା, ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ

December 7, 2025

Google Gemini Pro: କଲେଜ ଛାତ୍ରଛାତ୍ରୀମାନଙ୍କୁ ଏଆଇ ଜ୍ଞାନରେ ସଶକ୍ତ କରୁଛି ରିଲାଏନ୍ସ ଜିଓ

December 7, 2025

ପ୍ରକାଶିତ ହେଲା ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୂଆ ପୁସ୍ତକ, ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ସ୍କୁଲରେ ଲାଗୁ

December 7, 2025

Bhadrak BJD Leaders Joined BJP: ବିଜେପିରେ ସାମିଲ ହେଲେ ପ୍ରଫଲଙ୍କ ଦୁଇ ପୁଅ ଏବଂ ଭଉଣୀ

December 7, 2025

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ T20 ପାଇଁ ର ସମୀକ୍ଷା କଲେ ଡିଜିପି

December 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.