Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ରୋଭର ରେଞ୍ଜରଙ୍କ କୋଶରଡା ଗ୍ରାମରେ ବସ୍ତ୍ର ବଣ୍ଟନ
ଆଞ୍ଚଳିକ

ବାଣପୁର: ରୋଭର ରେଞ୍ଜରଙ୍କ କୋଶରଡା ଗ୍ରାମରେ ବସ୍ତ୍ର ବଣ୍ଟନ

November 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର: ରୋଭର ରେଞ୍ଜରଙ୍କ କୋଶରଡା ଗ୍ରାମରେ ବସ୍ତ୍ର ବଣ୍ଟନ
ବାଣପୁର: ରୋଭର ରେଞ୍ଜରଙ୍କ କୋଶରଡା ଗ୍ରାମରେ ବସ୍ତ୍ର ବଣ୍ଟନ

ବାଣପୁର: ରବିବାର ସକାଳ ୯ ଘଟିକା ସମୟରେ ଗୋଦାବରିଶ ମହାବିଦ୍ୟାଳୟର ପ୍ରାୟ ୪୦ ରୁ ଉର୍ଦ୍ଧ୍ଵ ରୋଭର ରେଞ୍ଜର କୋଶରଡା ଗ୍ରାମକୁ ଯାଇ ଅନେକ ପୋଷାକ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମର ଛୋଟ ଛୁଆ ମାନଙ୍କୁ ଖେଳକୁଦ, ପ୍ରାର୍ଥନା ଗୀତ, ଶାରୀରିକ ଶିକ୍ଷା, ବ୍ୟାମର ଉପକାରିତା ବିଷୟରେ ସଚେତନତା କରାଇଥିଲେ। ଏହାପରେ ଗ୍ରାମର ଉଭୟ ସ୍ତ୍ରୀ ଏବଂ ପୁରୁଷ ମାନଙ୍କୁ ଡାକି ପ୍ରାୟ ଏକ ମାସ ଧରି ସଂଗ୍ରହ କରିଥିବା ବସ୍ତ୍ର ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ପୂର୍ବତନ ଅଧ୍ୟକ୍ଷ ବିନାୟକ ହୋତା, ରୋଭର ଲିଡର ଆଦିତ୍ୟ ସାରଥି ବେଦମାତା, ରେଞ୍ଜର ଲିଡର ଉତ୍କଳିକା ପାଢୀ, ପୁରାତନ ଛାତ୍ର ଦିବ୍ୟରଞ୍ଜନ ପଟ୍ଟଯୋଷୀ ଇତ୍ୟାଦି ଯୋଗଦେଇ ଗ୍ରାମବାସୀ ମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଉପଦେଶ ଦେଇଥିଲେ।

ରୋଭର ରେଞ୍ଜର ମାନଙ୍କ ମଧ୍ୟରେ ରେଞ୍ଜର ମେଟ୍ ଶର୍ମିଷ୍ଠା ପ୍ରିୟଦର୍ଶିନୀ ସ୍ଵାଇଁ, ରେଞ୍ଜର ସ୍ମୃତି ରାଣୀ ସ୍ଵାଇଁ, ଇତିଶ୍ରୀ ସାସମଲ, ସ୍ଵପ୍ନାରାଣୀ ମହାପାତ୍ର, ଆଦ୍ୟାଶା ପଣ୍ଡା, ଇପ୍ସିତା ପ୍ରଧାନ, ଲକ୍ଷ୍ମୀପ୍ରିୟା ସେନାପତି, ବିଷ୍ନୁପ୍ରିୟା ସାସମଲ, ସୋନାଲି ରାଉଳ, ପ୍ରଜ୍ଞା ନିହାରିକା, ରୋଭର ମେଟ୍ ତୁଷାରକାନ୍ତ ମଲ୍ଲିକ, ରୋଭର ସ୍ଵୟମ ସଙ୍କର ଶୁପାରକର, ଆକାଶ ରଣା, କୁନା ପ୍ରଧାନ, ରୁଦ୍ର ନାରାୟଣ ନାୟକ, ସୁମନ ଜେନା, ଶକ୍ତି ରଞ୍ଜନ ବେହେରା ଆଦି ଯୋଗ ଦେଇଥିଲେ।

କୋଶରଡା ଗ୍ରାମ ବସ୍ତ୍ର ବଣ୍ଟନ ବାଣପୁର ରୋଭର ରେଞ୍ଜର
Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲରେ ଆରଏସଏସ ଯୁବ ସମ୍ମିଳନୀ

September 6, 2026

ସମ୍ବଲପୁର ସେନ୍ ପାର୍କ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା

September 6, 2026

ବାଲୁଗାଁ ଭେଙ୍କଟେଶ୍ଵର ସ୍କୁଲରେ ଧୂମଧାମରେ ଗୁରୁଦିବସ ପାଳିତ

September 5, 2026

ଗୁରୁ ଦିବସ ଉପଲକ୍ଷେ ୩ ଜଣ ଗୁରୁଜୀ ସମ୍ବର୍ଦ୍ଧିତ

September 5, 2026
Latest News

ରେଢ଼ାଖୋଲରେ ଆରଏସଏସ ଯୁବ ସମ୍ମିଳନୀ

September 6, 2026

ଗୋଟିଏ ଟ୍ରେନ, ୨୦୦ ବହି ଓ ଶହ ଶହ କାହାଣୀକୁ ନେଇ ପୂର୍ବତଟ ରେଳପଥର ଏକ ନିଆରା ଯାତ୍ରା

September 6, 2026

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜଳନିଷ୍କାସନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

September 6, 2026

ଫେବୃଆରୀ ୨୦୨୨ ପରେ ପ୍ରଥମ ଥର ପାଇଁ ଖୋଲିଲା ୟୁକ୍ରେନର ଆକାଶମାର୍ଗ

September 6, 2026

ରଣପୁରରେ ‘ସମ୍ବାଦ–ଆମ ଓଡ଼ିଶା’ ପକ୍ଷରୁ ପ୍ରତିଯୋଗିତା

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.