Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ଆଞ୍ଚଳିକ

ବାଣପୁରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

November 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ବାଣପୁରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଣପୁର -୨ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା – ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ବାଲ ବୈଜ୍ଞାନିକ ବିଜ୍ଞାନ ମେଳା ଉଦଘାଟନ ଓ ଉଦଯାପନ ହୋଇସାରିଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗ ଦେଇଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି, ୫ ଜଣ ବିଚାରକ ମଣ୍ଡଳୀ ଏବଂ ପ୍ରଧାନ ଶିକ୍ଷକ ଜଗଦୀଶ ପ୍ରଧାନ ଉଦଘାଟନ ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ।

ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମୋଟ ୨୫ ଗୋଟି ଏବଂ ମାଧ୍ୟମିକ ସ୍ତରରୁ ମୋଟ ୧୧ ଗୋଟି ଓ ବାଲ ବୈଜ୍ଞାନିକ ସ୍ତରରୁ ୨୮ ଗୋଟି ପ୍ରକଳ୍ପ ସର୍ବମୋଟ ୬୪ ଗୋଟି ପ୍ରକଳ୍ପ ମଧ୍ୟରୁ ୩ ଗୋଟି ପ୍ରାଥମିକ ,୩ ଗୋଟି ଉଚ୍ଚ ମାଧ୍ୟମିକ ଓ ୭ଗୋଟି ବାଲ ବୈଜ୍ଞାନିକ ବ୍ଲକ ସ୍ତରରୁ ମନୋନୀତ ହୋଇ ଜିଲ୍ଲା ସ୍ତରକୁ ସ୍ଥାନ ପାଇଛନ୍ତି। ସମସ୍ତ ସିଆରସିସି, ବିଆରସିସି, ପ୍ରଧାନ ଶିକ୍ଷକ ମାନଙ୍କ ସହଯୋଗରେ ବିଜ୍ଞାନ ମେଳା ଉଦଯାପିତ ହୋଇଅଛି। ଉଦଯାପନୀ ଉତ୍ସବରେ ଏନଏସି ଅଧ୍ୟକ୍ଷ ଓ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

ଅମରେନ୍ଦ୍ର ରଣସିଂହ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକସ୍ତରୀୟ ବିଜ୍ଞାନ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା: ବଡକୁଳ ଗ୍ରାମ ପଞ୍ଚାୟତ ପରିସରରେ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

December 8, 2025

ବାଣପୁର: ପୂର୍ବତନ ସରପଞ୍ଚ ସ୍ବର୍ଗତ ସଦାନନ୍ଦ ପାଟ୍ଟଶାଣୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

December 8, 2025

ବାଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ବାଇକ ଆରୋହୀଙ୍କ ମୃତ୍ୟୁ, ଅନ୍ୟଜଣେ ଗୁରୁତର

December 7, 2025

ବାଣପୁର ମନ୍ଦିର କାର୍ଯ୍ୟାଳୟରୁ ଚୋରୀ, ମହାପ୍ରଭୃଙ୍କ ସମସ୍ତ ଅଳଙ୍କାର ଟଙ୍କା ଲୁଟି ନେଇ ଚୋର ଫେରାର

December 5, 2025
Latest News

ରୋକୋଙ୍କ ଦମଦାର ପ୍ରଦର୍ଶନ: ODIରେ ବିଶ୍ୱର ନମ୍ବର-୨ ହେଲେ ବିରାଟ, ଶୀର୍ଷରେ ରୋହିତ

December 10, 2025

ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା: ବାଲୁଗାଁ କଲେଜର ଛାତ୍ରଙ୍କୁ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ

December 10, 2025

ମୁମ୍ବାଇରେ ଶୁଭାରମ୍ଭ ହେଲା “ରଜନୀ ୨.୦”, ୪୦ ବର୍ଷ ପରେ ଡିଡି ନ୍ୟାସନାଲରେ କରିବ ପ୍ରତ୍ୟାବର୍ତ୍ତନ

December 10, 2025

ଜାତୀୟ ସଙ୍ଗୀତ ଗାଇବାକୁ ମନା କରିଥିବା ବ୍ୟକ୍ତି କିଏ?: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଅମିତ ଶାହ

December 10, 2025

ଗାନ୍ଧିମାର୍ଗରେ ଅହୋରାତ୍ର ଧାରଣାରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.