Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା
ଆଞ୍ଚଳିକ

ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

January 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା
ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ବାଣପୁର ବ୍ଲକର ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ବାଣପୁର -୨ ଠାରେ ବ୍ଲକ ସ୍ତରୀୟ ଅଭିବୃଦ୍ଧି ମେଳା-୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୨୭ ବିଦ୍ୟାଳୟରୁ ୭ ଗୋଟି ସବ ଥିମ ଯଥା -୧. ଜଳ ସଂରକ୍ଷଣ, ୨. ଶକ୍ତି ସଂରକ୍ଷଣ, ୩. ଵର୍ଯ୍ୟ ବସ୍ତୁ ହ୍ରାସ, ୪. ଇଲେକ୍ଟ୍ରୋନିକ୍ସ କାର୍ଯ୍ୟ ହ୍ରାସ, ୫. ପ୍ଲାଷ୍ଟିକ ବ୍ୟବହାର ନିରାକରଣ, ୬. ଜୀବନ ଶୈଳୀ ସ୍ବାସ୍ଥ୍ୟ ଅବସ୍ଥା, ୭. ଖାଦ୍ୟ ପ୍ରଣାଳୀର ପୋଷକ ତତ୍ତ୍ଵ ଉପରେ ଆଧାରିତ ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଛି। ପ୍ରତ୍ୟେକ ବର୍ଗ ରୁ ଶ୍ରେଷ୍ଠ ପ୍ରକଳ୍ପ କୁ ଜିଲ୍ଲା ସ୍ତରକୁ ବିଚାରକୁ ନେଇ ମନୋନୀତ କରାଯାଇଛି। ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟର ବିଚାରକ ମାନଙ୍କ ଦ୍ଵାରା ପ୍ରକଳ୍ପ ମନୋନୀତ ହୋଇସାରିଛି। ଉକ୍ତ ସାତ ଗୋଟି ପ୍ରକଳ୍ପ ସହିତ ପ୍ରଥମ, ଦ୍ୱିତୀୟ, ତୃତୀୟ ପ୍ରକଳ୍ପ କୁ ୧୫୦୦ ଟଙ୍କା, ୧୦୦୦ ଟଙ୍କା ଓ ୫୦୦ ଟଙ୍କାର ଅର୍ଥ ରାଶି ସହିତ ସର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଛି।

ଉଦଘାଟନୀ ଉତ୍ସବ ଓ ଉଦଯାପନୀ ଉତ୍ସବ ଯଥା ରୀତି ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ମାନଙ୍କ ସହିତ ମହସମରୋହ ରେ ସମ୍ପାଦିତ ହୋଇଛି। ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟର ସମସ୍ତ ସି ଆର ସି ସି, ଗୋଷ୍ଟି ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ କାର୍ଯକ୍ରମକୁ ମିଳିତ ଭାବେ ପରିଚାଳନା କରିଛନ୍ତି।

ଅଭିବୃଦ୍ଧି ମେଳା-୨୦୨୫-୨୬ ଜଳ ସଂରକ୍ଷଣ ଜୀବନ ଶୈଳୀ ସ୍ବାସ୍ଥ୍ୟ ଅବସ୍ଥା ପ୍ଲାଷ୍ଟିକ ବ୍ୟବହାର ନିରାକରଣ ବାଣପୁର ଵର୍ଯ୍ୟ ବସ୍ତୁ ହ୍ରାସ ଶକ୍ତି ସଂରକ୍ଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞର ପୂର୍ଣ୍ଣାହୁତି

January 27, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସାଇକେଲ ସଚେତନତା ରାଲି

January 26, 2026

ଡିଏଭି ପୋଖରୀପୁଟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

January 26, 2026

ଡ଼ଃ ଆର୍ ପୁଷ୍ପାଞ୍ଜଳିଙ୍କ ଗଳ୍ପ ସଙ୍କଳନ “ନିଜକୁ ନାୟିକା ମନେକରି” ର ଲୋକାର୍ପଣ

January 25, 2026
Latest News

ଇଣ୍ଡିଗୋ ବିମାନ ସହ ଧକ୍କା ହେଲା ପକ୍ଷୀ: ହାଇଦ୍ରାବାଦରେ ଜରୁରୀକାଳୀନ ଅବତରଣ କଲେ ପାଇଲଟ୍

January 29, 2026

କେନ୍ଦ୍ର ସରକାରଙ୍କୁ ଝଟକା!: ନୂତନ UGC ନିୟମ ଉପରେ ସ୍ଥଗିତାଦେଶ ଜାରି କଲେ ସୁପ୍ରିମକୋର୍ଟ

January 29, 2026

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର: “ଦାଦା ଅମର ରହେ” ଧ୍ୱନିରେ ପ୍ରକମ୍ପିତ ହେଲା ବିଦ୍ୟା ପ୍ରତିଷ୍ଠାନ

January 29, 2026

Chandigarh Mayor Election: ତ୍ରି-ମୁଖୀ ଲଢେଇରେ ବିଜେପି ବିଜୟୀ

January 29, 2026

ଟି-୨୦ ବିଶ୍ୱକପ୍ ପରେ ପ୍ରଶିକ୍ଷକ ପଦରୁ ହଟିବେ ଗୌତମ ଗମ୍ଭୀର?: ସ୍ପଷ୍ଟ କଲା ବିସିସିଆଇ 

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.