Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ
ଆଞ୍ଚଳିକ

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ
ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

ଟାଙ୍ଗି/ଖୋରଧା: ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ (୨୫ ଅଗଷ୍ଟରୁ ୩୧ ଅଗଷ୍ଟ) ସଂସ୍କୃତ ସପ୍ତାହ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ପ୍ରାର୍ଥନା ସଭାରେ ସଂସ୍କୃତ ଶପଥ ପାଠ, ଗୀତା ଶ୍ଳୋକ ପାଠ, ସଂସ୍କୃତ ଭାଷାର ଆଧୁନିକତା ପ୍ରୟୋଗ ସଂପର୍କିତ ପ୍ରଦର୍ଶନୀ ଏବଂ “ମମ ଆତ୍ମଦର୍ଶନକ୍ଷେତ୍ରମ୍” ବିଶେଷ ଆକର୍ଷଣ ସାଜିଥିଲା। ଏହା ସହିତ ସଂସ୍କୃତ ସୁଭାଷିତ ଲିଖିତ ସ୍ଲୋଗାନ ରାଲି, ସଂସ୍କୃତ ସମ୍ଭାଷଣ, ରଚନା, ସଂଗୀତ ଓ ନୃତ୍ୟ ପରିବେଷଣ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

କୃତି ପ୍ରତିଯୋଗୀମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ସାଇ ଅର୍ପିତା, ଲକ୍ଷ୍ମୀପ୍ରିୟା ନାୟକ, କନ୍ୟକା ମହାରଣା, ସାଇଶ୍ରୀ ମହାପାତ୍ର। ଦ୍ବିତୀୟ ସ୍ଥାନରେ ଲକ୍ଷ୍ମୀପ୍ରିୟା ନାୟକ, ରାଜଶ୍ରୀ ସ୍ବାଇଁ, ଅତୁଲ୍ୟା ମହାପାତ୍ର, ସାଇନା ପ୍ରିୟଦର୍ଶନୀ। ତୃତୀୟ ସ୍ଥାନରେ ରାଜଶ୍ରୀ ବେହେରା, ସଗୁନ୍ ପ୍ରିୟଦର୍ଶନୀ, ସୋନାଲି ବେହେରା, ସଂପୂର୍ଣ୍ଣା ଖମାରୀ, ପ୍ରତୀକ୍ଷା ପ୍ରିୟଦର୍ଶିନୀ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସାହୁ, ସହକାରୀ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା, ଶିକ୍ଷକ କାଶୀନାଥ ଘଡାଇ, ଦେବବ୍ରତ ଗିରି, କବିତା ବେହେରା, ଦେବସ୍ମିତା ଦଣ୍ଡପାଟ  ଓ ଜୟଶ୍ରୀ ବେହେରା ଉପସ୍ଥିତ ରହି କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ଉତ୍ସାହିତ କରିଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗୀତା ଶ୍ଳୋକ ପାଠ ଟାଙ୍ଗୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମମ ଆତ୍ମଦର୍ଶନକ୍ଷେତ୍ରମ୍ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ସଂସ୍କୃତ ଶପଥ ପାଠ ସଂସ୍କୃତ ସପ୍ତାହ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026
Latest News

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

KYC ସମୟସୀମା ଶେଷ: ଆଜିଠୁ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ମିଳିବ ନାହିଁ କି?, ଜାଣନ୍ତୁ

September 1, 2026

ଭାରତୀୟ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ହେବ ଦ୍ୱିଗୁଣିତ: ଆହୁରି ଏସ-୪୦୦ ଯୋଗାଇବ ରୁଷ

September 1, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ବିଷ ଓଗାଳିଲା ପାକିସ୍ତାନ: କଡ଼ା ଜବାବ ଦେଲା ଭାରତ

September 1, 2026

‘କିଛି ଲୋକ ହତାଶାର ଅନ୍ଧକାରରେ ବୁଡ଼ି ରହିଛନ୍ତି’: GDP ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ ଟାର୍ଗେଟ

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.